Masthead

ବଢୁଛି ଗ୍ୟାସ ଦର, ଖାଉଟି ମୁଣ୍ଡରେ ଚଡ଼କ 

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପୁଣି ମହଙ୍ଗା ମାଡ଼ । ପେଟ୍ରୋଲ  ଡିଜେଲ ପରେ ବଢିଛି ଏବେ ଗ୍ୟାସ ସିଲିଣ୍ଡର । ଖାଉଟି ମୁଣ୍ଡରେ ଚଡ଼କ । ଗୋଟିଏ ପଟେ ମହାମାରୀ କରୋନା ଲୋକଙ୍କ ରୋଜଗାର ବନ୍ଦ କରିଦେଇଥିବାବେଳେ ଅନ୍ୟପଟେ ବଜାର ଦର ହୁ ହୁ ବଢିବା ସାଧାରଣ ଲୋକଙ୍କୁ ଅତିଷ୍ଠ କଲାଣି । ନିତ୍ୟ ବ୍ୟବହାର୍ଯ୍ୟ ରନ୍ଧନ ଗ୍ୟାସ ଦରରେ ଆହେତୁକ ବୃଦ୍ଧି ଗୃହିଣୀଙ୍କୁ ଅଣନିଶ୍ୱାସି କରିସାରିଲାଣି ।   ଏପରି ସ୍ଥିତିରେ ନଭେମ୍ବର ଆରମ୍ଭରୁ ଗ୍ରାହକଙ୍କୁ ଲାଗିଛି ଗ୍ୟାସ ଝଟକା ।

ଦୀପାବଳି ପୂର୍ବରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୨୬୫ ଟଙ୍କା ବୃଦ୍ଧି କରାଯାଇଛି । ଆଜିଠୁ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଛି। ମାତ୍ର ଆଶ୍ୱସ୍ତିକର ବିଷୟ ଯେ ଏହି ବୃଦ୍ଧି ଘରୋଇ ଗ୍ୟାସ ପାଇଁ ନୁହେଁ, କେବଳ ବ୍ୟବସାୟିକ ସିଲିଣ୍ଡର କ୍ଷେତ୍ରରେ ଲାଗୁ କରାଯାଇଛି। ଫଳରେ ଏବେ ବାହାରେ ଖାଇବା ଆହୁରି ମହଙ୍ଗା ହୋଇଯିବ । ଇଣ୍ଡିଆନ ଅଏଲ ୱେବସାଇଟ୍‌ ଅନୁଯାୟୀ, ୨୬୫ ଟଙ୍କା ବଢ଼ିବା ପରେ ବର୍ତ୍ତମାନ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡର ପିଛା ୨୦୦୦ ଟଙ୍କା ଅତିକ୍ରମ କରିଛି ।  ଦିଲ୍ଲୀରେ ଏବେ କମର୍ସିଆଲ ସିଲିଣ୍ଡର ମୂଲ୍ୟ ୨୦୦୦.୫୦ ଟଙ୍କା ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା