Masthead

ଭୂତ ପାଉଛନ୍ତି ଭତ୍ତା

ଗୋପ (ବଡ଼ ଖବର ବ୍ୟୁରୋ): ଭୂତ ନେଉଛି ବାର୍ଦ୍ଧକ୍ୟ ଭତ୍ତା । ପୁରୀ ଜିଲ୍ଲା ଗୋପ ବ୍ଲକରେ ଏଭଳି ଘଟଣା ଘଟିଥିବା ଆଟିଆଇ ତଥ୍ୟରୁ ଜଣାପଡ଼ିଛି । ଇଶାଣପୁର ପଂଚାୟତର ସୀତା ରାଉତଙ୍କର୨୦୧୯ମେ ୨୦ରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ନାମରେ ଉଠାଯାଇଛି ୪ମାସର ଭତା । ସେହିପରି ୨୦୧୯ ଅଗଷ୍ଟ ୧୩ରେ ରାମ ଚନ୍ଦ୍ର ଖଟେଇଙ୍କର ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ନାମରେ ୧୪ ମାସ ଧରି ଭତା ଟଙ୍କା ଉଠାଯାଇଛି ।

ଶୈଳବାଳା ପରିଡ଼ାଙ୍କ ନାମ ଆଗରୁ ମଧୁବାବୁ ପେନସନ ଯୋଜନାରେ ନଥିଲା । ୨୦୨୦ ନଭେମ୍ବର ୫ରେ ରାତି ଅଧିଆ ତାଙ୍କ ନାମରେ କାର୍ଡ଼ କରାଯାଇ ୬ ରେ ତାଙ୍କୁ ୬ହଜାର ୫୦୦ ଟଙ୍କା ଦିଆଯାଇଛି । ସେଥିରେ ୧୧ ମାସରେ ୫ ହଜାର ୫୦୦ ଓ କୋଭିଡ଼ ବାବଦକୁ ୧ହଜାର ଟଙ୍କା ଦିଆଯାଇଛି । ନୂଆ କାର୍ଡ଼ରେ ବିନା ସ୍ୱାକ୍ଷରରେ ଟଙ୍କା ଦିଆଯାଇଛି । ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି