Masthead

କାର୍ଯ୍ୟକାରୀ ହୋଇପାରୁ ନାହିଁ ସରକାରୀ ଯୋଜନା

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ସରକାରଙ୍କ ଯୋଜନା ମାଳମାଳ, କିନ୍ତୁ କାର୍ଯ୍ୟକାରୀ ହୋଇପାରୁନାହିଁ । ସ୍ଥାନୀୟ ପ୍ରସାଶନ ଆଢ଼ୁଆଳରେ ଅସହାୟ ଅବସ୍ଥାରେ ରହିଛନ୍ତି ବୃଦ୍ଧା ମାଉସୀ ସାବିତ୍ରୀ ବେହେରା । ସରକାରୀ ସହାୟତା କହିଲେ ମାତ୍ର ପାଞ୍ଚ କିଲୋ ଚାଉଳ ଓ ଭତ୍ତା। ନା ଅଛି ସରକାରୀ ପକ୍କାଘର ନା ଶୁଦ୍ଧ ପାନୀୟ ଜଳ। ମାଉସୀଙ୍କର ନା ସ୍ୱାମୀ ଅଛନ୍ତି ନା ପିଲାମାନେ। ବଞ୍ଚିବା ପାଇଁ ଅହରହ କରୁଛନ୍ତି ସଂଗ୍ରାମ ।

ଲୋକମାନେ ଯାହା ଦିଅନ୍ତି ସେଥିରେ ସେ ଖାଇପିଇ ବଞ୍ଚିଛନ୍ତି। ଏ ଦୃଶ୍ୟ ହେଉଛି ବାଲିଆପାଳ ବ୍ଲକ ପଞ୍ଚୁପାଲି ପଞ୍ଚାୟତର କାଳସିମୁଳି ଗ୍ରାମର । ଜରିପାଲ ତଳେ ଜୀବନ ବିତାଉଥିବା ସାବିତ୍ରୀ ବେହେରା । ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କିଲୋ ଚାଉଳ ପାଇବାର ଥିବାବେଳେ ମାତ୍ର ପାଉଛନ୍ତି ପାଞ୍ଚ କିଲୋ ଚାଉଳ । ତେବେ ସରକାର ତାଙ୍କୁ ପକ୍କାଘର ସହ ଶୁଦ୍ଧ ପାନୀୟ ଜଳ ୩୫ କିଲୋ ଚାଉଳ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି