ଉତ୍ତରପ୍ରଦେଶ ଉପ-ନିର୍ବାଚନ: ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ବିରୋଧରେ ଆପ୍ ନେତା କର୍ଣ୍ଣେଲ ଅଜୟ କୋଥିଆଲ

(ବଡ଼ ଖବର ବ୍ୟୁରୋ): ଆମ୍ ଆଦମି ପାର୍ଟି (ଏଏପି)ରେ ଯୋଗ ଦେଇଥିବା କର୍ଣ୍ଣେଲ ଅଜୟ କୋଥିଆଲ (ଅବସରପ୍ରାପ୍ତ) ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଗୁରୁବାର ଦିନ ଡେରାଡୁନରେ ଏକ ସାମ୍ବାଦିକ ସମ୍ମିଳନୀରେ ଆମ ଆଦମୀ ପାର୍ଟି ଏହି ଘୋଷଣା କରିଛି ।

ଗଙ୍ଗୋତ୍ରୀ ଆସନ ପାଇଁ ଅଜୟ କୋଥିଆଲଙ୍କ ନାମ ଘୋଷଣା ହେବା ପରେ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି କର୍ଣ୍ଣେଲ ସାର ଶୁଭେଚ୍ଛା । ଆପଣ ସେନାବାହିନୀରେ ଜୀବନ ଦେଇ ଦେଶକୁ ରକ୍ଷା କରିଛନ୍ତି । ଏବେ ଉତ୍ତରାଖଣ୍ଡ ଆପଣଙ୍କୁ ଚାହିଁ ବସିଛି । ଏଠାରେ ଥିବା ଦୁର୍ନୀତିଗ୍ରସ୍ତ ରାଜନୀତିକୁ ସଫା କରିବାକୁ ପଡ଼ିବ ।

ଏହା ଉପରେ ଅଜୟ କୋଥିଆଲ କହିଛନ୍ତି ଯେ, ପାଞ୍ଚ ବର୍ଷରେ ବିଜେପି ଉତ୍ତର ପ୍ରଦେଶକୁ ନଷ୍ଟ କରି ଦେଇଛି । ମୁଁ ସେ ଭାଗ୍ୟବାନ ଯେ, ଗଙ୍ଗୋତ୍ରୀରୁ ମୁଁ ନିର୍ବାଚନ ଲଢ଼ୁଛି । ମୁଁ ଗଙ୍ଗୋତ୍ରୀର ଅନେକ ଗାଁକୁ ଯାଇଛି । ଲୋକମାନେ ସେଠାରେ ଅନେକ ଦୁଃଖରେ ଅଛନ୍ତି । ମୋର ବିଶ୍ୱାସ କି ଏଥର ଲୋକମାନଙ୍କର ଜିତ ହେବ । ଜୟ ହିନ୍ଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!