Masthead

ହାପି ବାର୍ଥ ଡେ’ ବିରାଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଶ୍ରେଷ୍ଠ କ୍ରିକେଟର ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ । ପଡିଆକୁ ଓହ୍ଲେଇଲେ ଦର୍ଶକଙ୍କ ଆଖି ଲାଖିଯାଏ । ତାଙ୍କର ବାଟର ଗତି ଉପରେ ଥାଏ ସମସ୍ତଙ୍କର ନଜର । ନିଜର ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ମାଧ୍ୟମରେ ପାଲଟିଗଲେ କ୍ରିକେଟ ଦୁନିଆଁର ବାଦଶାହା । ତାଙ୍କର କ୍ରିକେଟ କ୍ଷେତ୍ରରେ ରହିଛି ଅତୁଳନୀୟ ଅବଦାନ ।

ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଲମ୍ବା ଫର୍ମାଟର ସବୁଠାରୁ ସଫଳ ଅଧିନାୟକ ବିରାଟ କୋହଲି । ଆଜି ତାଙ୍କର ଜନ୍ମଦିନ । ସେ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଶେଷଥର ପାଇଁ ଟି-୨୦ ବିଶ୍ୱକପରେ ଭାରତକୁ ଆଗେଇ ନେଉଥିବା କୋହଲି ତାଙ୍କ ଜୁନିଅର ଦିନରୁ ଲାଇମଲାଇଟରେ ରହିଛନ୍ତି । ୨୦୦୮ ରେ ୟୁ-୧୯ ଦଳକୁ ବିଶ୍ୱକପ ଟାଇଟେଲ ଜିତିବାର ନେତୃତ୍ୱ ନେଇଛନ୍ତି ।

୨୦୧୧ ରେ ୫୦ ଓଭରରେ ବିଶ୍ୱକପ ବିଜେତା ଦଳର ଏକ ଅଂଶ ଥିଲା । ୨୦୧୨ରେ ତାଙ୍କୁ ଟିମ ଇଣ୍ଡିଆର ଉପଅଧିନାୟକ ଭାବରେ ନାମିତ କରାଯାଇଥିଲା । ୨୦୧୪ରେ ଟେଷ୍ଟ ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଜି ଜନ୍ମଦିନ ଅବସରରେ କୋହଲି ଦେଶବାସୀଙ୍କୁ କ’ଣ ଭେଟି ଦେଉଛନ୍ତି ତା ଉପରେ ସମସ୍ତଙ୍କର ନଜର । ‏

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା