Masthead

ଥାର୍ଡ଼ ଫ୍ରଣ୍ଟକୁ ଯିବାର ଅଛି ସେନେଇ କହିବାର ସତସାହସ ରଖନ୍ତୁ: ପୃଥ୍ୱୀରାଜ ହରିଚନ୍ଦ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ନବୀନ-ନୀତୀଶ ଭେଟଘାଟକୁ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦଙ୍କ ପ୍ରତିକ୍ରିୟା । ଥାର୍ଡ଼ ଫ୍ରଣ୍ଟ ନବୀନ ଯିବେ କି ନଯିବେ ତାହା ତାଙ୍କ ଉପରେ ନିର୍ଭର କରେ । କ’ଣ ଚର୍ଚ୍ଚା ହୋଇଛି ନ ହୋଇଛି ବାହାରକୁ ଆସି କହିବା କଥା । ରାଜନୈତିକ କଥା ଚର୍ଚ୍ଚା ହୋଇନି ବୋଲି କହିବା ସତ୍ୟର ଅପଳାପ ଏବଂ କହିବାର ନୈତିକ ସତସାହସ ନାହିଁ । ନବୀନ ବାବୁ ଯଦି ଥାର୍ଡ଼ ଫ୍ରଣ୍ଟକୁ ଯିବାର ଅଛି ତେବେ ସେନେଇ ଘୋଷଣା କରିବାର ସତସାହସ ରଖିବା ମଧ୍ୟ ଦରକାର । ଥାର୍ଡ଼ ଫ୍ରଣ୍ଟର ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବେ ।

ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଚର୍ଚ୍ଚା, ଆଲୋଚନା କରୁଛନ୍ତି ତାପରେ ବାହାରକୁ ଆସି କହିବେ ଆମ ଭିତରେ କିଛି ଆଲୋଚନା ନଥିଲା । ପୁରୀରେ ବିହାର ଭବନ ଲାଗି ଆଲୋଚନା ହେଲା, ଏହା କେବଳ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରାଯାଉଛି । ବିଜୁ ଜନତା ଦଳ ଯଦି ଥାର୍ଡ଼ ଫ୍ରଣ୍ଟକୁ ଯିବାକୁ ଚାହୁଁଚି ତେବେ ସ୍ୱାଗତଯୋଗ୍ୟ, ଯଦି ଯିବାକୁ ଚାହୁଁଛି ସତସାହସ ରଖି କହିବା କଥା ଆମେ ଥାର୍ଡ଼ ଫ୍ରଣ୍ଟର ଅଂଶୀଦାର ଭାବେ କାର୍ଯ୍ୟ କରି ନରେନ୍ଦ୍ର ମୋଦିଙ୍କ ଶାସନ ବିରୁଦ୍ଧରେ କାମ କରିବୁ,ସେତିକି ସତ ସାହସ ମଧ୍ୟ ରଖିବାର ଅଛି । ମିଛ କଥା କହି ଲୋକଙ୍କୁ ଭ୍ରମିତ କରିବାର ଅଭ୍ୟାସକୁ ଦୋହରାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି