Masthead

କୋରିଓଗ୍ରାଫରଙ୍କୁ ହାର୍ଟଆଟାକ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡି’ସୁଜାଙ୍କ ହୃଦଘାଦର ଶିକାର ହୋଇଛନ୍ତି । ସେ ବର୍ତ୍ତମାନ ମୁମ୍ବାଇସ୍ଥିତ କୋକିଲାବେନ୍ ଧିରୁଭାଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପ୍ରଶଂସକ ଏବଂ ବଲିଉଡର ସେଲିବ୍ରେଟିମାନେ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି । ରେମୋଙ୍କ ସ୍ତ୍ରୀ ଲିଜେଲ ଡି’ସୁଜା ତାଙ୍କ ସହ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି । ରେମୋଙ୍କ ଆଙ୍ଗିଓଗ୍ରାଫି କରାଯାଇଛି । ସେ ଜଣେ ମହାନ୍ କୋରିଓଗ୍ରାଫର ଓ ଅନେକ ହିନ୍ଦୀ ଫିଲ୍ମରେ କୋରିଓଗ୍ରାଫି କରିଛନ୍ତି ।

ନୃତ୍ୟଶିଳ୍ପୀ ଠାରୁ କୋରିଓଗ୍ରାଫର ଏବଂ ତାପରେ ନିର୍ଦ୍ଦେଶକ ରେମୋଙ୍କ ପାଇଁ ଯାତ୍ରା ସହଜ ନଥିଲା । କମ୍ ସମୟ ମଧ୍ୟରେ ରେମୋ ନିଷ୍ପତ୍ତି ନେଇଥିଲେ ଯେ ସେ ନୃତ୍ୟରେ ନିଜର କ୍ୟାରିୟର କରିବେ । ନିର୍ଦ୍ଦେଶକ ଭାବରେ ରେମୋଙ୍କ ପ୍ରଥମ ଚଳଚିତ୍ର ଥିଲା ‘ଫାଲତୁ’ ଯାହା ୨୦୧୧ରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ଏବିସିଡି, ଫ୍ଲାଇଙ୍ଗଜ୍ୟାଟ୍ ଏବଂ ରେସ୍ ଭଳି ଚଳଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ଶେଷ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନସର ଥ୍ରିଡି’ ଥିଲା । ଡାନ୍ସ ଇଣ୍ଡିଆ ଡାନ୍ସ, ଡାନ୍ସ ପଲ୍ସ ଓ ଝଲକ ଦିଖ୍ଲାଜା ଭଳି ସୋ’ରେ ଜଜ୍ ଭାବେ ନଜର ଆସିଛନ୍ତି ରେମୋ ଡି’ସୁଜା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ