Masthead

ହେଲ୍ପ ବଡ ଖବର ଅଭିଯାନ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ହେଲ୍ପ ବଡ ଖବର ଅଭିଯାନ । ଏହାର ଶୁଭାରମ୍ଭ ହେବ ମହାପ୍ରଭୁଙ୍କ ଆଶିଷରୁ ଶ୍ରୀକ୍ଷେତ୍ର ପୁରୀରୁ । ଗଣତନ୍ତ୍ରର ସୁରକ୍ଷା ପାଇଁ, ନିରପେକ୍ଷ ସାମ୍ବାଦିକତା ପାଇଁ ବଡ ଖବରକୁ ସାହାଯ୍ୟ କରିବାକୁ ନିବେଦନ । ଅଗଷ୍ଟ ୬, ଶୁକ୍ରବାର, ଅପରାହ୍ନ ୪ଟାରେ ବଡ ଖବର ଟିମ୍ ପହଞ୍ଚିବ ପୁରୀର ରାଜନଅର ସାମ୍ନାରେ । ବଡ ଠାକୁରଙ୍କ ସାମ୍ନାରେ ବଡଦାଣ୍ଡରେ ଆପଣଙ୍କ ଆଶୀର୍ବାଦ ଚାହିଁବ ବଡ ଖବର ।

ଆପଣଙ୍କ ଚ୍ୟାନେଲ ବଡ ଖବରକୁ ବଢାଇବେ ସହାୟତାର ହାତ । ଶ୍ରୀଜଗନ୍ନାଥଙ୍କ କୃପାରୁ ବଡ ଖବର ଆଗକୁ ବଢୁଛି । ଓଡିଶାର ସ୍ୱାର୍ଥ ପାଇଁ ଏକମାତ୍ର ଗଣମାଧ୍ୟମ ଭାବେ କାମ କରୁଛି । ଏହି ଚ୍ୟାନେଲ ଚଲାଇବାକୁ ଅର୍ଥର ଆବଶ୍ୟକତା ରହିଛି । ସେଥିପାଇଁ ହେଲ୍ପ ବଡ ଖବର ଅଭିଯାନର ପରିକଳ୍ପନା ହୋଇଛି । ରାଜ୍ୟର ବିଭିନ୍ନ ସହରକୁ ଯାଇ ଲୋକଙ୍କଠାରୁ ସହେଯାଗ ଚାହୁଁଛି ବଡ ଖବର । ଏହା ପୂର୍ବରୁ ବଡ ଖବରର ଆକାଉଣ୍ଟ ନମ୍ବର ମଧ୍ୟ ଜାରି ହୋଇଥିଲା । ଆପଣ ବଡଖବର ଆକାଉଣ୍ଟରେ ମଧ୍ୟ ସହାୟତା ରାଶି ପଠାଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ