Masthead

ତୁରନ୍ତ କେନ୍ଦ୍ରମନ୍ତ୍ରୀଙ୍କୁ କୁହନ୍ତୁ ନହେଲେ ସମ୍ବଲପୁରବାସୀ ଏହାର ଜବାବ ଦେବେ : ରୋହିତ ପୂଜାରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): NH55ର ଅବସ୍ଥା ସମସ୍ତେ ଜାଣିଛନ୍ତି । ୯ ବର୍ଷରୁ କାମ ଚାଲିଛି । ହେଲେ କେବେ ସରିବ ଜଣା ନାହିଁ । ୪୦୦ରୁ ଅଧିକ ଲୋକ ଏହି ମରଣଯନ୍ତାରେ ମଲେଣି । ମୋ ନିର୍ବାଚନ ମଣ୍ଡଳୀର ୭୦ କିଲୋମିଟର ରାସ୍ତା NH55ରେ ଅଛି ।

ଦୁର୍ଭାଗ୍ୟ କଥା, ବିରୋଧୀ ଦଳ ନେତା ସେହିଠାର । ତାଙ୍କ ଘର ସମ୍ବଲପୁର । ସବୁଠାରୁ ଅଧିକ ସେ ସେହି ରାସ୍ତା ବ୍ୟବହାର କରୁଛନ୍ତି । ହେଲେ ଏ ଯାଏ ତା ସମ୍ପର୍କରେ କିଛି କହୁ ନାହାନ୍ତି । ତୁରନ୍ତ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଏକଥା କୁହନ୍ତୁ ନହେଲେ ସମ୍ବଲପୁରବାସୀ ଏହାର ଜବାବ ଦେବେ । ବିଜେପି ଗୃହ ଚଲାଇ ଦେଉନି । ଯାହା ଦୁର୍ଭାଗ୍ୟଜନକ । ମୁଁ ଆଜି NH55 କଥା ଗୃହରେ ଉଠାଇଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି