Masthead

ଅଚଳ ହେବ ଆଇଜର

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଅଚଳ ହେବ ଆଇଜର । ଏନେଇ ଭାରତୀୟ ବିଜ୍ଞାନ ଶିକ୍ଷା ଅନୁସନ୍ଧାନ ଓ ଗବେଷଣା କେନ୍ଦ୍ରର ଅବବସ୍ଥାକୁ ନେଇ ଶିକ୍ଷାବିତ ମହଲରେ ବିଭିନ୍ନ ପ୍ରଶ୍ନ ଉଠୁଛି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ୭ ଟି ଆଇଜର ମଧ୍ୟରୁ ବ୍ରହ୍ମପୁରରେ ୨୦୧୬ ରେ ଏହା ଆରମ୍ଭ ହୋଇଥିଲା । ଆଇଜର ଆରମ୍ଭ ହେବା ଦିନ ଠାରୁ ଏହା ସ୍ଥାନୀୟ ସରକାର ଆଇଆଇଟି ପରିସରରେ ଚାଲିଛି । ତେବେ ଏହି ଅସ୍ଥାୟୀ ପରିସରକୁ ବିଦୁତ ସଂଯୋଗ ଆଇଆଇଟିରୁ ଦିଆଯାଇଛି ।

ବାରମ୍ବାର ଆଇଆଇଟି ପକ୍ଷରୁ ତାଗିଦ କଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ବିଦ୍ୟୁ‎ତ ସଂଯୋଗ କରୁ ନାହିଁ କି ବିଲ ମଧ୍ୟ ଦେଉ ନାହିଁ । ସେହିପରି ଘରଭଡ଼ା ମଧ୍ୟ କୋଟି କୋଟି ଟଙ୍କା ବାକି ଥିଲେ ମଧ୍ୟ ଆଇଜର କର୍ତ୍ତୃପକ୍ଷର କୌଣସି ଚିନ୍ତା ନାହିଁ । ଆଇଆଇଟି ବିଲ ବୋଝ ବହନ କରୁଥିବାରୁ ବିଦୁତ ସଂଯୋଗ ବିଛିନ୍ନ କରିବା ପାଇଁ ନିଷ୍ପତ୍ତି ନେଇଛି ।

ଯଦି ଚଳିତ ମାସ ୨୯ ତାରିଖ ସୁଦ୍ଧା ପଦକ୍ଷେପ ଗ୍ରହଣ ନକଲେ ୩୦ ତାରିଖ ସୁଦ୍ଧା ବିଦୁତ ବିଛେଦ କରାଯିବ ବୋଲି ଆଇଆଇଟି ପକ୍ଷରୁ ଲିକ୍ଷିତ ଚେତାବନୀ ଦିଆଯାଇଛି ବୋଲି ଜଣାପଡ଼ିଛି । ଆଇଆଇଟି ପକ୍ଷରୁ ଘର ଭଡ଼ା କିମ୍ବା ବିଦୁତ ବିଲ ଦିଆଯାଉ ନଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ନାପସନ୍ଦ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି