ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ, ଗାଡି ଜାଳିଦେଲେ ଦୁର୍ବୃତ୍ତ

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ଗୋରୁ ବୋଝେଇ ଗାଡି ଜାଳିଦେଲେ ଦୁର୍ବୃତ୍ତ । ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ଗୋରୁ ଗାଡିକୁ ଅଟକାଇ ଗୋରୁକୁ ଉଦ୍ଧାର ପରେ ଗାଡିକୁ ନିଆଁ ଲଗାଇ ଦେଲେ ଲୋକେ । କମର୍ଦ୍ଦା ଥାନା ଉଲୁଡ଼ା ତାରେଣୀ ଛକ ନିକଟରେ ଘଟିଛି ଘଟଣା । ୩ଟି ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଅଟକାଇଥିଲେ ଲୋକେ । ସୂଚନା ଅନୁସାରେ ବାଲିଆପାଳ-କମର୍ଦା ରାସ୍ତା ଦେଇ ପ୍ରତିଦିନ ପିକଅପରେ ଭର୍ତ୍ତି ହୋଇ କମର୍ଦ୍ଦା ଥାନା ଆଗ ଦେଇ ଗୋରୁ ଗାଡି ପଶ୍ଚିମବଙ୍ଗ କୁ ଚାଲାଣ ହେଇଥାଏ ଯାହାର ଅଭିଯୋଗ ବାଲିଆପାଳ ଥାନା ଓ କମର୍ଦ୍ଦା ଥାନା ପରେ ପୋଲିସ ର ନିରବ ଦ୍ରଷ୍ଟା ସାଜିଥିଲା ସେଥିପାଇଁ ସ୍ଥାନିୟ ଲୋକ ମାନେ ଆଜି ଉଲୁଡ଼ା ତାରେଣୀ ଛକ ନିକଟରେ ଗୋ ଚାଲାଣ ହେଉଥିବା ତିନଟି ପିକଅପ ଭେନ କୁ ଧରିଥିଲେ । ଗାଡିରୁ ସମସ୍ତ ଗୋରୁ ଉଦ୍ଧାର କରି ନେଇ ଜିବା ପରେ ଦୁଇଟି ପିକଅପ କୁ ନିଆଁ ଲଗାଇ ଦେଇଛନ୍ତି ସ୍ଥାନିୟ ଲୋକେ । ଘୋଟଣା ସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!