Masthead

ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ, ଇଶିତା କିଶୋରୀ ଟପ୍ପର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ -୨୦୨୨ । ମୋଟ କୃତକାର୍ଯ୍ୟ ହୋଇଛନ୍ତି ୯୩୩ ଜଣ । ଏଥରର ଟପ୍ପର ହେଲେ ଇଶିତା କିଶୋରୀ । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗରିମା ଲୋହିଆ । ତୃତୀୟ ସ୍ଥାନରେ ଅଛନ୍ତି ଉମା ହାରାତି । ଆଇଏଏସ ୧୮୦,ଆଇପିଏସ ୨୦୦,ଆଇଏଫଏସ ୩୮ କୃତକାର୍ଯ୍ୟ ହୋଇଛନ୍ତି । ୩୮ ତମ ସ୍ଥାନରେ ଅଛନ୍ତି ଓଡ଼ିଶାର ଅନୂପ ଦାସ । ୪୨ ତମ ସ୍ଥାନରେ ପ୍ରଣିତା ଦାସ ।

୫୬ ଅର୍ଣ୍ଣବ ମିଶ୍ର, ୫୮ ଦୀକ୍ଷିତା ଯୋଶୀ । ୬୬ କ୍ରିତକା ମିଶ୍ର । । ୬୭ ତମ ସ୍ଥାନରେ ଓଡ଼ିଶାର କସ୍ତୁରୀ ପଣ୍ଡା । ୭୩ ପଲ୍ଲବୀ ମିଶ୍ର, ୯୭ ପ୍ରଶାନ୍ତ ରାଜ, ୧୦୬ ସିଦ୍ଧାର୍ଥ ମିଶ୍ର , ୧୩୬ ସୌମ୍ୟରଞ୍ଜନ ଦାସ, ୧୪୦ ସୋନାଲି ମିଶ୍ର , ୧୬୨ ଦୁର୍ଗା ପ୍ରସାଦ ଅଧିକାରୀ, ୧୬୧ ସତ୍ୟପ୍ରକାଶ ମିଶ୍ର, ୩୬୩ ତମ ସ୍ଥାନରେ ଅଛନ୍ତି ଦିବ୍ୟା ଜୈନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ