Masthead

ଉତ୍ତର ଗାଜାକୁ ୩ ଘଣ୍ଟାର ସମୟ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତର ଗାଜାକୁ ୩ ଘଣ୍ଟାର ସମୟ ଦେଲା ଇସ୍ରାଏଲ ସେନା । ଉତ୍ତର ଗାଜାରେ ଗ୍ରାଉଣ୍ଡ ଅପରେସନ ପୂର୍ବରୁ ଜନ ସାଧାରଣଙ୍କୁ ଇସ୍ରାଏଲର ଚେତାବନୀ । ଉତ୍ତର ଗାଜାରେ ଆତଙ୍କୀ ସଙ୍ଗଠନ ହମାସ ରହିଛି । ବିଭିନ୍ନ ବଙ୍କର ଭିତରେ ଆତଙ୍କୀମାନେ ଲୁଚି ରହିଛନ୍ତି । ତେଣୁ ଏହି ଏରିଆକୁ ଧ୍ୱଂସ କରି ଆତଙ୍କୀଙ୍କୁ ନିପାତ କରିବାକୁ ଇସ୍ରାଏଲ ସେନା ନିଷ୍ପତି ନେଇଛି । ଗତକାଲିଠୁ ଉତ୍ତର ଗାଜାର ବାସିନ୍ଦା ଭାଟିମାଟି ଛାଡି ପାଲେଷ୍ଟାଇନର ଦକ୍ଷିଣ ମୁହାଁ ହେଉଛନ୍ତି । ଆଜି ଇସ୍ରାଏଲର ସେନାଙ୍କୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭେଟି ସେନାର ମନୋବାଳ ବଢାଇବା ସହିତ ଆଗକୁ ଯୁଦ୍ଧ ଜୋରଦାର ହେବା, ଅପରେସନକୁ ଜୋରଦାର କରାଯିବ ବୋଲି ମଧ୍ୟ ସେ ସୂଚାଇ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି