Before Header

ହମାସର ଶରଣାର୍ଥୀ କ୍ୟାମ୍ପରେ ଇସ୍ରାଏଲର ଆକ୍ରମଣ, ୧୪ମୃତ

0 857

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହମାସ୍‌ରେ ଏକ ଶରଣାର୍ଥୀ କ୍ୟାମ୍ପରେ ଇସ୍ରାଏଲର ଘନଘନ ଆକ୍ରମଣ । ହମାସ ୱେଷ୍ଟ ବ୍ୟାଙ୍କରେ ଥିବା ଶରଣାର୍ଥୀ କ୍ୟାମ୍ପରେ ଆଇଡିଏଫ୍ ଆକ୍ରମଣ କରିଛି । ଆକ୍ରମଣରେ ହମାସର ୧୪ ନାଗରିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ଏକାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ୧୪ ଜଣଙ୍କ ମୃତ୍ୟୁ ନେଇ ପାଲେଷ୍ଟାଇନ୍ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.