ମହାକାଶକୁ ଯିବ ଲେଡି ରୋବର୍ଟ ଦେଶ ବିଦେଶବଡ଼ ଖବର By Bada Khabar Bureau On Aug 26, 2023 Share FacebookTwitterWhatsAppEmailTelegramPrint ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗଗନଯାନ ମିଶନରେ ମହାକାଶକୁ ଯିବ ଲେଡି ରୋବର୍ଟ । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା । ମହାକାଶକୁ ପଠାଯିବ ଟ୍ରାଏଲ ସ୍ପେଶ ଫ୍ଲାଇଟ । ଅକ୍ଟୋବର ୧ମ କିମ୍ବା ୨ୟ ସପ୍ତାହରେ ପଠାଯିବାର ସୂଚନା । Share