Masthead

ଆତଙ୍କୀଙ୍କ କୌଶଳକୁ ବୁଝିବାକୁ ହେବ: ଗୁଲାମ ନବୀ ଆଜାଦ

ଜାମ୍ମୁ-କାଶ୍ମୀର(ବଡ଼ ଖବର ବ୍ୟୁରୋ): କିଛିଦିନ ମଧ୍ୟରେ ବାରମ୍ବାର ଜାମ୍ମୁ-କାଶ୍ମୀର ସୀମା ଅଶାନ୍ତ ହେବାରେ ଲାଗିଛି । କେତେବେଳେ କାଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ କରାଯାଉଛି ତ ଆଉ କେତେବେଳେ ବିଜେପି ନେତାଙ୍କୁ । ସୀମାରେ ୧୯ ଦଶକରେ ଯେପରି ଆତଙ୍କ ଖେଳାଇଥିଲେ, ସେହିପରି ପୁନଃରାବୃତ୍ତି କରିବା ପାଇଁ ବାରମ୍ବାର ଆତଙ୍କୀମାନେ ଷଡଯନ୍ତ୍ର କରିଆସୁଛନ୍ତି । ଏହା ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତି ଉପରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ବଡ଼ ବୟାନ ଦେଇଛନ୍ତି । ତେବେ ଲୋକଙ୍କୁ କିପରି ହତ୍ୟା କରାଯାଉଛି ତାହା ପୁଲିସ ଏବଂ ଏଜେନ୍ସିଗୁଡ଼ିକୁ ବୁଝିବାକୁ ପଡ଼ିବ ।

କାହିଁକିନା ଗତ ୩୦ ବର୍ଷ ମଧ୍ୟରେ ଆତଙ୍କବାଦୀମାନେ ଆତଙ୍କ ବିସ୍ତାର କରିବା ଏବଂ ଲୋକଙ୍କୁ ହତ୍ୟା କରିବା ପାଇଁ ବିଭିନ୍ନ କୌଶଳ ଆପାଣାଇଛନ୍ତି । କେବଳ ଏତିକି ନୁହେଁ ବରଂ ଯଦି ପୁଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଏହାକୁ ନ ବୁଝନ୍ତି ତାହାଲେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହେବ । ପ୍ରଥମେ ଜଣେ କିମ୍ବା ଦୁଇଜଣ ଆତଙ୍କବାଦୀଙ୍କୁ ଧରି ସେମାନଙ୍କ ପଦ୍ଧତିକୁ ବୁଝିବାକୁ ପଡ଼ିବ । ଏବଂ ଏଜେନ୍ସିମାନେ ଯଥାଶୀଘ୍ର ଏହାକୁ କରିବା ଆବଶ୍ୟକ ବୋଲି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି