Masthead

ବିକ୍ରମଙ୍କ ବନ୍ଧୁ ସୁନୀଲ ହୋତାଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ବିକ୍ରମଙ୍କ ବନ୍ଧୁ ସୁନୀଲ ହୋତାଙ୍କୁ ଉଠାଇନେଲା ପୋଲିସ । ଜୟପୁରରୁ ସୁନୀଲଙ୍କୁ ଉଠାଇ ନେଇ ପୋଲିସର ପଚରାଉଚରା । ସୁନୀଲଙ୍କ ଫାର୍ମ ହାଉସରେ ଥିଲେ ଅଭିଯୁକ୍ତ କୁରୁପତି ଭୂୟାଁ । ହତ୍ୟାକାଣ୍ଡ ପରେ ଫାର୍ମ ହାଉସରେ ୪ଦିନ ଥିଲେ କୁରୁପତି । ଗିରଫ ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ହୋତା ଅଟକ । ପୀତବାସ ହତ୍ୟା ମାମଲାରେ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ହତ୍ୟା କାରି ଏଯାଏଁ ପୋଲିସ ଗିରଫ କରିପାରିନାହିଁ।

ହତ୍ୟା କାଣ୍ଡ ରେ ବ୍ୟବହୁତ ପିସ୍ତଲ୍ ଜବତ କରିଛି ପୋଲିସ। ଏହି ଘଟଣାରେ ସଂପୃକ୍ତ ଉମା ବିଷୋୟୀ ଙ୍କ ସମେତ ୩ ଜଣ କୁ ପୋଲିସ ଗିରଫ କରିପାରିନାହିଁ। ଏହାରି ଭିତରେ ଅନ୍ୟ ଏକ କଥା ସାମ୍ନାକୁ ଆସିଛି। ହତ୍ୟା ଘଟାଇବା ପରେ ହତ୍ୟାକାରୀମାନେ ବ୍ରହ୍ମପୁରରୁ ଭୁବନେଶ୍ୱର, ପୁରୀ ପରେ ଜୟପୁରରେ ଯାଇ ରହିଥିଲେ। ହତ୍ୟା କରି କୁରୁପତି ଭୂୟାଁ ଜୟପୁରର ସୁନୀଲ ହୋତା ନାମକ ଜଣେ ବ୍ୟବସାୟୀ ପାଖରେ ରହିଥିବା ପୋଲିସ ସୁରାକ ପାଇଥିଲା । ଗତ ରାତ୍ରିରେ ସୁନୀଲକୁ ପୋଲିସ ଉଠାଇ ଆଣିଛି। ସୁନୀଲ ଓ ବିକ୍ରମ ପଣ୍ଡା ଉଭୟେ ଘନିଷ୍ଠ ବନ୍ଧୁ ବୋଲି ଜଣାପଡିଛି। ସୁନୀଲ ସହ ସମ୍ପର୍କରେ ଥିଲେ ମଦନ ଦଳାଇ ଓ ମଳୟ ବିଷୋୟୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ