Masthead

ନାଗରିକ ପରିଷଦ ପକ୍ଷରୁ ଗଣଧାରଣା

ଝାରସୁଗୁଡା(ବଡ଼ ଖବର ବ୍ୟୁରୋ):ନାଗରିକ ପରିଷଦ ଲଖନପୁର ବ୍ଲକର ଗଣଧାରଣା ଆଜି ୪ର୍ଥ ଦିନରେ ପହଞ୍ଛିଛି । ୩ ଗୋଟି ବ୍ଲକ ବିଭାଜନ ଦାବି, ଲଖନପୁର ତହସିଲ ଇଲାକାଧିନ ଅଞ୍ଚଳକୁ ନେଇ ଏକ ସବଡିଭିଜନ, ଲଖନପୁର ବ୍ଲକ ୩୩ ଗୋଟି ପଞ୍ଚାୟତ କୁ ନେଇ ୩ଗୋଟି ବ୍ଲକ ଦାବିରେ ଗଣଧାରଣା ଦିଆଯାଇଛି । ବିରଞ୍ଚି ସାହୁ , ପିତାମ୍ବର ମିଶ୍ର , ଗୌତମ ପ୍ରଧାନ , ଝୁମେରଲାଲ ହାତୀ , ନରୁତ୍ତମ ପ୍ରଧାନ, କିଶୋର ପ୍ରଧାନ,ଡୋଳାମଣି ପ୍ରଧାନ, ମହେନ୍ଦ୍ର ପ୍ରଧାନ,ଦୟାନିଧି ମେହେର,ସୁରେଶ ତ୍ରିପାଠୀ,ପ୍ରକାଶ ଦେବତା , କଂଗ୍ରେସ ଜିଲ୍ଲା ସଭାପତି ଭରତ ଅଗସ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା