Masthead

୩ ଜିବି ଡାଟା ସହ ଅନଲିମିଟେଡ ଭଏସ କଲ୍

ଆସିଲା ଜିଓର ଧମାକାଦାର ଅଫର । ୟୁଜରମାନଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ଜିଓ ଏଭଳି ଅଫର ଆଣିଛି । ଯେଉଁଥିରେ ୩ ଜିବି ଡାଟା ସହ ଅନଲିମିଟେଡ ଭଏସ କଲ୍ ରହିଛି । ତେବେ ଏହି ପ୍ଲାନ କିଛି ଏହିଭଳି ରଖାଯାଇଛି ।
୩୪୯ଟଙ୍କା ପ୍ଲାନ :
ଜିଓର ୩୪୯ ଟଙ୍କା ପ୍ଲାନ ୨୮ ଦିନ ପାଇଁ ରହିଛି । ଯେଉଁଥିରେ ପ୍ରତିଦିନ ୩ଜିବି ଡାଟା ମିଳିବ । ଏହାଛଡା ସବୁ ନେଟୱାର୍କକୁ ଅନଲିମିଟେଡ କଲିଂ ସୁବିଧା ରହିଛି । ପ୍ରତିଦିନ ୧୦୦ ଏସଏମଏସର ମଧ୍ୟ ସୁବିଧା ଅଛି ।

୪୦୧ ଟଙ୍କା ପ୍ଲାନ:
ଏହା ପ୍ଲାନରେ ମଧ୍ୟ ୨୮ ଦିନର ବୈଧତା ରହିଛି । ଯେଉଁଥିରେ ୩ ଜିବି ସହ ୬ ଜିବି ଅଧିକା ଡାଟା ମିଳିଥାଏ । ଏହାସହ ସବୁ ନେଟୱାର୍କକୁ ଅନ୍ଲିମିଟେଡ କଲ ସହ ୧୦୦ ଏସଏମଏସର ସୁବିଧା ଅଛି । ସବୁଠୁ ବଡ କଥା ହେଉଛି ଏଥିରେ ୧ ବର୍ଷ ପର୍ଯ୍ୟନ୍ତ ଐକ୍ଟଗ୍ଧଗ୍ଦଗ୍ଧବକ୍ସ ଠଓଚ + ଊସଗ୍ଦଦ୍ଭରଚ୍ଚ ସବସ୍କ୍ରିପସନର ସୁବିଧା ଅଛି ।
୯୯୯ ଟଙ୍କା ପ୍ଲାନ:
ଏହି ପ୍ଲାନରେ ୮୪ଦିନର ବୈଧତା ରହିଛି । ପ୍ରତିଦିନ ୩ ଜିବି ଡାଟା ସହ ୮୪ ଦିନକୁ ମୋଟ ୨୫୨ ଜିବି ଡାଟା ମିଳିଥାଏ । ଏହାସହ ସବୁ ନେଟୱାର୍କକୁ ଅନ୍ଲିମିଟେଡ କଲ ସହ ୧୦୦ ଏସଏମଏସର ସୁବିଧା ଅଛି । ଏହାସହ ପ୍ରତ୍ୟେକ ଜିଓ ଆପ୍ସର ସବସ୍କ୍ରିପସନର ମିଳିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ