Masthead

ଜଳୁଛି ଜଙ୍ଗଲ, କୁମ୍ଭନିଦ୍ରାରେ ବନ ବିଭାଗ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ଜଳୁଛି ଜଙ୍ଗଲ । କୁମ୍ଭନିଦ୍ରାରେ ବନ ବିଭାଗ । ଚାରି ଦିନ ହେବ ମାଲକାନଗିରି ବନାଞ୍ଚଳ ତଣ୍ଡିକି ଗାଁ ଜଙ୍ଗଲରେ ଲାଗିଛି ନିଆଁ । ଗ୍ରାମବାସୀଙ୍କ ଅଭିଯୋଗ ଦୁଇ ବର୍ଷ ପୂର୍ବରୁ ଗାଁରେ ଜନ ସଚେତନତା କାର୍ୟ୍ୟକ୍ରମ ହୋଇଥିଲା । ଫଳରେ ଜଙ୍ଗଲରେ ନିଆଁ ଲାଗିବା ଦେଖିବାକୁ ମିଳୁନଥିଲା। ଏବେ ସେମିତି ଲୋକଙ୍କୁ ସଚେତନ କରାଇଲେ ଜଙ୍ଗଲରେ ଆଉ ନିଆଁ ଲାଗିବ ନାହିଁ। ଜଙ୍ଗଲ ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଫଳଶୂନ ।

ପୂର୍ବରୁ ଜଙ୍ଗଲ ଯେମିତି ଜଳୁଥିଲା ଏବେବି ସେମିତି ଜଳୁଛି। ଫରକ ଖାଲି ଏତିକି ଜଙ୍ଗଲ ନିଆଁ ଲିଭାଇବା ଆଳରେ କିଛି ଲୋକ ନିୟୋଜିତ ହେଉଛନ୍ତି ସତ କିନ୍ତୁ ଲୁଟୁଛନ୍ତି କୋଟି କୋଟି ଜନ ସାଧାରଣଙ୍କ ଟିକସ ଟଙ୍କା। ତେଣେ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ସହର ମୁହାଁ ହେଲେଣି ବନ୍ୟଜନ୍ତୁ । ତେବେ ଏସମ୍ପର୍କରେ ମାଲକାନଗିରି ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ବାରମ୍ବାର ନିଆଁ ଲିଭାଇବା ପରେ ମଧ୍ୟ ମହୁଲ ଫୁଲ ଗୋଟାଇବା ପାଇଁ ନିଆଁ ଲଗାଇ ଦେଉଛନ୍ତି ଲୋକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା