Masthead

ଟ୍ରୋଲର ଶିକାର ହେଲେ କଙ୍ଗନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇନଷ୍ଟାଗ୍ରାମରେ ରାହୁଲ ଗାନ୍ଧୀଙ୍କ ଫଟୋ ପୋଷ୍ଟ କରି ଅଡୁଆରେ ବିଜେପି ଏମପି କଙ୍ଗନା ରଣାୱତ । ଯାହାକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି କଙ୍ଗନା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏଡିଟେଡ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ଅଛନ୍ତି ବିଜେପି ଏମପି କଙ୍ଗନା ରାଣାୱତ କଙ୍ଗନା ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ଶସୟାର କରିଛନ୍ତି। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ଏହି ଫଟୋରେ ରାହୁଲ ଗାନ୍ଧୀଙ୍କ ମୁଣ୍ଡରେ ମୁସଲମାନ ସମ୍ପ୍ରଦାୟର ଟୋପି ରହିବା ସହ ତାଙ୍କ କପାଳରେ ଚନ୍ଦନ ଓ ତିଳକ ଲଗାଯାଇଛି ଏବଂ ତାଙ୍କ ବେକରେ ଏକ କ୍ରସ ମଧ୍ୟ ଅଛି। ଏହି ଫଟୋ ତଳେ ଲେଖାଯାଇଛି, ଜାତିଜୀବୀଙ୍କ ଠାରୁ ନ ପଚାରି ଜାତି ଜନ ଗଣନା କରିବା ଉଚିତ। ତେବେ ଏହି ଏଡିଟେଡ ଫଟୋ ପୋଷ୍ଟ କରି କଙ୍ଗନାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି। ଅନ୍ୟ ଏକ ପୋଷ୍ଟ କରି କଙ୍ଗନା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। କଙ୍ଗନା କହିଛନ୍ତି, ଦ୍ୱିତୀୟ ଥର ପାଇଁ ଭାରତକୁ ଭାଗ ଭାଗ କରିବା କଥା କୁହ ନାହିଁ। କୌଣସି ଭାରତୀୟଙ୍କ ତାଙ୍କ ଜାତି ପଚାରିବା ପରି ଛୋଟ କଥାବାର୍ତ୍ତା କରନ୍ତୁ ନାହିଁ। ନିଜ ଘରକୁ ନିଆଁ ଲଗାଇବା ଭଳି କାର୍ଯ୍ୟ କରନ୍ତୁ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼