Masthead

ଦଳ ଛାଡ଼ିବାର କାରଣ ପଚାରିଲେ କପିଲ ସିବଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସରେ ଦିନକୁ ଦିନ ଦଳୀୟ କନ୍ଦଳ ବଢିବାରେ ଲାଗିଛି । ବାରମ୍ବାର ଏପରି ଘଟଣା ଜାତୀୟ କଂଗ୍ରେସରେ ଘଟିଆସୁଛି । ଏପରିକି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ନବଜୋତ ସିଂହ ସିଦ୍ଧୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ମଧ୍ୟରେ ମୁହଁ ଖୋଲିଛନ୍ତି କଂଗ୍ରେସ ଦଳର ବରିଷ୍ଠ ନେତା କପିଲ ସିବଲ । ତେବେ ଇସ୍ତଫାକୁ ନେଇ କଂଗ୍ରେସ କାର୍ଯ୍ୟ କମିଟିର ଖୁବଶୀଘ୍ର ବୈଠକ ଡ଼ାକଇବାକୁ ଦାବି କରିଛନ୍ତି ।

ଏହା ସହ ଦଳରେ ରାଷ୍ଟ୍ରପତି ମଧ୍ୟ ନାହାଁନ୍ତି । ଯେତେବେଳେ କୌଣସି ରାଷ୍ଟ୍ରପତି ନାହାଁନ୍ତି ତେବେ ନିଷ୍ପତ୍ତି କିଏ ନେଉଛନ୍ତି ! ବୋଲି କପିଲ ସିବଲ ପ୍ରଶ୍ନ ଉଠାଇଛନ୍ତି । ଏହା ସହ କଂଗ୍ରେସ ଛାଡ଼ିବା ନେଇ ଲୋକଙ୍କ ଉପରେ ପ୍ରଶ୍ନ ଉଠିଛି । କିଛି ଦିନ ପୂର୍ବରୁ କଂଗ୍ରେସ ଦଳର ହେଭିୱେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ । କେବଳ ସିନ୍ଧିଆ ନୁହେଁ ବରଂ ଜିତିନ ପ୍ରସାଦଙ୍କ ଭଳି ବରିଷ୍ଠ ନେତା ମଧ୍ୟ ଦଳ ଛାଡ଼ିଛନ୍ତି । ଯଦ ଏହାକୁ ନରୋକାଯାଏ ତାହାଲେ ଦଳ ଏକ ବଡ଼ କ୍ଷତି ସହିବ ବୋଲି ସିଽଲ ସ୍ପଷ୍ଠ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ