Masthead

ମତ୍ସ୍ୟଜୀବୀଙ୍କୁ ବାତ୍ୟା ଭୟ….

କୃଷ୍ଣପ୍ରସାଦ (ବଡ଼ ଖବର ବ୍ୟୁରୋ): ଫାଇଲିନ୍, ହୁଡୁହୁଡୁ, ତିତିଲି, ଫନି ପରି ବାତ୍ୟା ମତ୍ସ୍ୟଜୀବୀଙ୍କ ମନରୁ ଲିଭିନି ପୁଣି ବାତ୍ୟା ଖବର ଶୁଣିବା ପରେ ମତ୍ସ୍ୟଜୀବୀମାନଙ୍କ ମନରେ ଛନକା ପଶିଯାଇଛି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ମତ୍ସ୍ୟଜୀବୀମାନଙ୍କୁ ଏବେ ଘାରିଛି ବାତ୍ୟା ଭୟ । ଚିଲିକାରୁ ନିଜର ଡଙ୍ଗା, ଜାଲ, ମେସିନ୍ ସେମାନେ ଉଚ୍ଚ ସ୍ଥାନକୁ ନେଇ ଆସୁଛନ୍ତି । ଫନିରେ ଅନେକ ମତ୍ସ୍ୟଜୀବୀଙ୍କ ଡଙ୍ଗା, ଜାଲ ଚିଲିକାରେ ଲୀନ ହୋଇଯାଇଥିଲା । ଆଜି ପର୍ୟ୍ୟନ୍ତ ସେମାନେ ଅଣ୍ଟାସଳାଖ୍ ଠିଆ ହୋଇନାହାନ୍ତି ।

ପୁଣି ବାତ୍ୟା ଖବର ସେମାନଙ୍କୁ ଅଥୟ କରିଦେଉଛି । ଚିଲିକା କୂଳରେ ଥିବା ମଁଏସା-ବ୍ରହ୍ମପୁର ଗାଁର ମତ୍ସ୍ୟଜୀବୀମାନେ ଏବେ ଖୋଜୁଛନ୍ତି ଡଙ୍ଗା, ଜାଲ ଓ ମେସିନ୍ ପାଇଁ ନିରାପଦ ଆଶ୍ରୟସ୍ଥଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି