Masthead

ନକ୍ସଲମାନଙ୍କର କାଳ ଲେଡି କୋବ୍ରା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏବେ ନକ୍ସଲ ମାନଙ୍କର କାଳ ବନିବେ ଲେଡି କୋବ୍ରା କମାଣ୍ଡ । ଜଙ୍ଗଲରେ ଲୁଚି ବସିଥିବା ନକ୍ସଲ ମାନଙ୍କର ନିପାତ ପାଇଁ ନିୟୋଜିତ କରାଯିବ ଲେଡି କୋବ୍ରା ୟୁନିଟ । ଏହି ଅପରେସନ ପାଇଁ ପୂର୍ବରୁ ସିଆରପିଏଫ ପକ୍ଷରୁ କୋବ୍ରା ୟୁନିଟ ନିୟୋଜିତ କରାଯାଇଥିଲା ।

କିନ୍ତୁ ପ୍ରଥମ ଥର ପାଇଁ ନକ୍ସଲମାନଙ୍କ ସହ ମୁକାବିଲା କରିବା ପାଇଁ ମହିଳା ମାନଙ୍କୁ ଟ୍ରେନିଂ ଦିଆଯାଉଛି । ଲେଡି କୋବ୍ରା ମାନଙ୍କର ଛୋଟ ଛୋଟ ଟିମ ବନାଯାଇ ଅଲଗା ଅଲଗା ରାଜ୍ୟରେ ନିୟୋଜିତ କରାଯିବ ।

ଗୁରୁଗ୍ରାମର ସିଆରପିଏଫ ଏକାଡେମିରେ ଏହି ଟ୍ରେନିଂ ଚାଲିଛି । ଟ୍ରେନିଂ ଶେଷ ହେବା ପରେ ଛତିଶଗଡ, ଝାରଖଣ୍ଡ, ମହାରାଷ୍ଟ୍ର ଓ ଓଡିଶା ଭଳି ନକ୍ସଲ ପ୍ରଭାବିତ ଅଂଚଳରେ ଏମାନଙ୍କୁ ନିୟୋଜିତ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ