Masthead

ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି : ଅଜୟ କୁମାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ପ୍ରତିକ୍ରି୍ରୟା । ବିଜେପି ଓ ବିଜେଡି ଉପରେ ବର୍ଷିଲେ ଅଜୟ । କହିଛନ୍ତି ସାଧାରଣ ଜନତା କଂଗ୍ରେସ ସହିତ ଯୋଡି ହୋଇ ରହିଛନ୍ତି । ଫାଇଭଟି ସଚିବଙ୍କ ବିରୋଧରେ ବିଜେପି କେବେ କିଛି ପଦକ୍ଷପ ନେବା ମୁଁ ଦେଖିନାହିଁ । ଏହା କ’ଣ ବିରୋଧି ଦଳର କାର୍ଯ୍ୟ ବୋଲି ପ୍ରଶ୍ନ କରିଛନ୍ତି ଅଜୟ । ସେ କହିଛନ୍ତି ସବୁଠାରୁ ଅଧିକ ଗରିବୀ ଓଡ଼ିଶାରେ ରହିଛି । ଭାରତବର୍ଷରେ ଯେତେବେଳେ ମୁଣ୍ଡପିଛା ଆୟ ୧୦ ହଜାର ରହିଛି, ସେତେବେଳେ ଓଡ଼ିଶାରେ ମୋଟ ୫ ହଜାର ଅଛି ।

୪୦ ପ୍ରତିଶତ ପଂଚାୟତରେ ମୋବାଇଲ ସଂଯୋଗୀକରଣ ନାହିଁ । ରାଜ୍ୟର ୧୦ ପ୍ରତିଶତ ଲୋକ ଦାଦନ ଖଟିବାକୁ ବାହରକୁ ଯାଉଛନ୍ତି । ୨ ଲକ୍ଷ ସରକାରୀ ପଦବଦବୀ ଖାଲି ପଡିଛି । ହୀରାକୁଦ ଡ୍ୟାମ, ନାଲକୋ, ପାରାଦ୍ୱୀପ ଭଳି ବିଭିନ୍ନ ମେଗା ପୋଜେକ୍ଟ କଂଗ୍ରେସ କରିଛି । ୨୩ ବର୍ଷ ଭିତରେ ବିଜେଡି ସରକାର କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମହିଳାଙ୍କ ଉପରେ ଆକ୍ରୋଶ ବଢିଚାଲିଥିବା ବେଳେ କ୍ୟାବିନେଟ ମନ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରାଯାଉଛି । ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ