Masthead

ପୁଣି ଫେରିଲା ଲକଡାଉନ, ଚିନ୍ତାରେ ବେଜିଂ

ବେଜିଂ(ବଡ଼ ଖବର): ବେଜିଂରେ ଭଙ୍କର ରୂପ ନେଉଛି ଭୂତାଣୁ। ଚିନ୍ତାରେ ଚାଇନା। କରୋନାର ଉତ୍ପତିସ୍ଥଳ କୁହାଯାଉଥିବା ଚୀନରେ ବେକାବୁ ହୋଇପଡ଼ିଛି କରୋନା। ବେଶ୍ କିଛି ଦିନର ବ୍ୟବଧାନ ପରେ ପୁଣି ସହରକୁ ଫେରିଛି ଲକଡାଉନ। ମଙ୍ଗଳବାର ଠୁ ବିଭିନ୍ଲନ ସ୍ଥାନରେ ଲଡାଉନ ଘୋଷଣା କରାଯାଇଛି। ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି। ଅତ୍ୟନ୍ତ ଜରୁରୀ ଥିଲେ ହିଁ ବାହାରକୁ ଆସିବା ପାଇଁ ଅନୁମତି ରହିଛି।

ଦେଶର ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ ଲୋକଙ୍କୁ ଟିକା ଦେଇଥିବା ଚୀନ୍ ଖୁବ୍ ଶୀଘ୍ର ତିନି ବର୍ଷ ଏବଂ ତଦୁର୍ଦ୍ଧ୍ୱ ପିଲାମାନଙ୍କୁ ଡୋଜ ଦେବାକୁ ନିଷ୍ପତ୍ତି ନେଇଛି। ଜୁନ୍ ମାସରେ ଚାଇନା ତିନିରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ ଦୁଇଟି ଟିକା, ସିନୋଫର୍ମ ଏବଂ ସିନୋଭାକ୍ ଅନୁମୋଦନ କରିଥିଲା। କିନ୍ତୁ ତା’ପରେ ସେଗୁଡିକ କେବଳ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ପ୍ରୟୋଗ କରାଯାଇଥିଲା। ଚୀନ୍‌ରେ ବର୍ତ୍ତମାନ କରୋନାର ଡେଲ୍ଟା ଭାରିଆଣ୍ଟ ମାତିଛି। ଯାହା ମୂଳ ଭାଇରସ ଠାରୁ ଅଧିକ ମାରାତ୍ମକ। ତେଣୁ ଲକଡାଉନ୍ ଫେରିବା ଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି