Masthead

ନିର୍ଦ୍ଦୋଷଙ୍କ ପ୍ରାଣହାନୀ ଅତ୍ୟନ୍ତ ଦୁଃଖଦାୟକ: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ଦୁର୍ବଳ ହେଉଛି ହମାସ । ଆଗକୁ ମାଡ଼ି ଚାଲିଛି ଇସ୍ରାଏଲ ସେନା । ଗାଜାର ସର୍ବ ବୃହତ ହସ୍ପିଟାଲରେ କରିଛି ପ୍ରବେଶ । ଅଲଶିଫାରେ ପଶିଛି ଆଇଡିଏଫ । କିଛି ଦିନର ଛକାପଂଝା ପରେ ଶେଷରେ ନିଜର ଟାର୍ଗେଟ ହାସଲ କରିଛି ଇସ୍ରାଏଲ ସେନା । ଗାଜାର ସର୍ବବୃହତ ହସ୍ପିଟାଲ ଅଲଶିଫାରେ ପ୍ରବେଶ କରିଛି ଆଇଡିଏଫ । ଯେବେଠୁ ହସ୍ପିଟାଲରେ ହମାସ ମୁଖ୍ୟାଳୟ ଥିବା ପ୍ରମାଣ ହାତରେ ଲାଗିଛି ସେବେଠୁ ଅଧିକ ଆକ୍ରାତ୍ମକ ହୋଇପଡିଛି ଆଇଡିଏଫ । ହମାସର ଆଡ୍ଡା ଓ ଏହା ଭିତରୁ ବିପୁଳମାତ୍ରାର ଅସ୍ତ୍ରଶସ୍ତ୍ର ଜବତ କରାଯିବା ପରେ ଏବେ ଇସ୍ରାଏଲ ସେନା ହାତରେ ଲାଗିଛି ଆତଙ୍କୀ ସଂଗଠନର ସୁଡ଼ଙ୍ଗ ।

ସେପଟେ ଘଟଣାକୁ ବିରୋଧ କରିବା ସହ ନିନ୍ଦା କରିଛି ଭାରତ । ଯୁଦ୍ଧରେ ନାଗରିକଙ୍କ ହତ୍ୟା ଯୁଦ୍ଧ ଅପରାଧ ଅଟେ । ଏହା ନିନ୍ଦନୀୟ ଏହାକୁ ରୋକାଯିବା ଜରୁରୀ । ପଶ୍ଚିମ ଏସିଆର ଅସ୍ଥିରତା ସାରା ବିଶ୍ୱ ଉପରେ ନକରାତ୍ମ ପ୍ରଭାବ ପକାଉଛି । ଏକତା, ସହଯୋଗ ଓ ଆଲୋଚନା ଦ୍ୱାରା ନରସଂହାର ରୋକାଯିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯୁଦ୍ଧ ଭିତରେ ଯାଉଛି ନିରୀହ ନାଗରିକଙ୍କ ଜୀବନ । କିଛିଦିନ ତଳେ ହମାସ ସଂସଦକୁ କବଜା କରିଛି ଇସ୍ରାଏଲ ସେନା । ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ଫଟୋ ସେୟାର କରିଛନ୍ତି । ଏହାକୁ ସେନାର ବଡ ଜିତ ବୋଲି କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ