Masthead

ଲୋକଙ୍କ ଆସ୍ଥା ଭାଜନ ହେଲା ଭଳି ନେତା କଂଗ୍ରେସରେ ନାହାଁନ୍ତି: ମହମ୍ମଦ ମୋକିମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତୃତ୍ୱଙ୍କୁ ମୋକିମଙ୍କ ତେରଛା ବାଣ । ଜାନକୀ ପଟ୍ଟନାୟକ, ବସନ୍ତ ବିଶ୍ୱାଳ, ହେମନନ୍ଦ ବିଶ୍ୱାଳଙ୍କ ପରେ କଂଗ୍ରେସରେ ଚେହେରା ନଥିବା କହିଛନ୍ତି ମହମ୍ମଦ ମୋକିମ । ଏଭଳି ନେତୃତ୍ୱ ନଥିବା ଯୋଗୁଁ ଦଳ ସୁପ୍ତ ଅବସ୍ଥାକୁ ଆସିଗଲାଣି । ଲୋକଙ୍କ ଆସ୍ଥା ଭାଜନ ହେଲା ଭଳି ନେତା କଂଗ୍ରେସରେ ନାହାଁନ୍ତି । ମୁଁ କଂଗ୍ରେସ ଦଳ ଭିତରେ ଅଛି ।

ବିଗତ ଦିନ ରେ ମୁଁ ସତ୍ୟ ପରିପ୍ରକାଶ କରିଛି ବୋଲି ଆଲୋଚନା ଉଠିଛି । ଆଶା କରିବି କଂଗ୍ରେସର ବରିଷ୍ଠ ନେତା ଜାଗ୍ରତ ହୁଅନ୍ତୁ । ସମୟ କମ, ସମୟ ଚାଲି ଗଲେ କଂଗ୍ରେସ ଟ୍ରାକ କୁ ଫେରିବା କଷ୍ଟ ହେବ ବୋଲି ମହମ୍ମଦ ମୋକିମ କହିଛନ୍ତି । କଂଗ୍ରେସକୁ ଟ୍ରାକକୁ ଫେରାଇବା ଭଳି ପ୍ରଚେଷ୍ଟା ଏପର୍ଯ୍ୟନ୍ତ ଦଳ ରେ ଆରମ୍ଭ ହୋଇନି । ବାସ୍ତବତାକୁ ଗ୍ରହଣ କରି ପରିଶ୍ରମ ନକଲେ ସ୍ଥିତି ଆହୁରି ଖରାପ ହେବ । କଂଗ୍ରେସ ନେତା କଂଗ୍ରେସ ଭବନରେ ନରହି ଫିଲ୍ଡରେ ପରିଶ୍ରମ କରନ୍ତୁ ବୋଲି କହିଛନ୍ତି ମୋକିମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା