Masthead

ଆମ ଲଢେଇ କଂଗ୍ରେସ କିମ୍ବା ଅନ୍ୟ ପାର୍ଟି ସହିତ ନୁହେଁ !

କୋଲକାତା(ବଡ଼ ଖବର ବ୍ୟୁରୋ): ଦେଶରେ ବର୍ତ୍ତମାନ ଇସ୍ତଫା ଦେବା ଓ ନିଜ ଦଳ ଛାଡ଼ି ଅନ୍ୟଦଳରେ ମିଶିବା ପରମ୍ପରା ଚାଲିଛି । କିଏ ବିଜେପି ଛାଡ଼ି କଂଗ୍ରେସରେ ମିଶୁଥିବାବେଳେ ଆଉ କିଏ ନିଜ ପଦରୁ ଇସ୍ତଫା ଦେଉଛି । ଏହା ମଧ୍ୟରେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ବଡ଼ ବୟାନ ଦେଇଛନ୍ତି । ତେବେ ଆମର ସଂଗ୍ରାମ କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସହ ନୁହେଁ । ଆମକୁ ଭାରତ ବଞ୍ଚାଇବାକୁ ପଡ଼ିବ । ଏବଂ ଏଥିପାଇଁ ବିଜେପିକୁ ପରାସ୍ତ କରିବା ଆବଶ୍ୟକ ବୋଲି ଅଭିଷେକ ବାନାର୍ଜୀ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ଗତ ସାତ ବର୍ଷ ଧରି ଜାତୀୟ ବିରୋଧୀଙ୍କ ସ୍ଥାନରେ କଂଗ୍ରେସ ଥିଲା । ସେପଟେ ତୃଣମୂଳ କଂଗ୍ରେସ ବର୍ତ୍ତମାନ ବିଜେପିକୁ ହରାଇବାରେ ଲାଗିଛି । ଯଦି କଂଗ୍ରେସ କିଛି କରୁ ନାହିଁ ଏହାର ଅର୍ଥ ନୁହେଁ ଯେ ଆମେ ଚୁପ ହୋଇ ବସିବା ଉଚିତ । ଅନ୍ୟପଟେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଲୁଇଜିନୋ ଫ୍ଲେରିଓ କୋଲକାତାରେ ଟିଏମସିରେ ଯୋଗ ଦେଇଛନ୍ତି । ତାଙ୍କ ସହ ୧୦ ଜଣ ଟିଏମସିରେ ମିଶିଥିବାର ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ