Masthead

ଦଶଦଫା ଦାବି ନେଇ ସରକାରଙ୍କୁ ଘେରିଲେ କର୍ମଚାରୀ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ଦଶ ଦଫ ଦାବି ନେଇ ସରକାରଙ୍କୁ ଘେରିଲେ ମାଲକାନଗିରି ଜିଲ୍ଲାର ଦୁଇ ପୌରପାଳିକା ସ୍ବଚ୍ଛ ସାଥି ଏବଂ ସୁପରଭାଇଜର। ଲୋକସଭା ନିର୍ବାଚନ ପୂର୍ବରୁ ଯଥାକ୍ରମେ ୮/୧୨ ହଜାର ଟଙ୍କା ଦରମା ଦିଆଯିବ ବୋଲି ମିଳିଥିଲା ପ୍ରତିଶ୍ରୁତି। ହେଲେ ଏଯାଏଁ ହେଲାନି କାର୍ଯ୍ୟକାରୀ। ବର୍ଦ୍ଧିତ ଦରମା ସହ ଏରିଅର , ସମସ୍ତ ପ୍ରତିଶ୍ରୁତିକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଅବୈତନିକ ଛୁଟି, ୟୁଜର୍ସ ଫି ଆଦାୟ ବେଳେ ଦୁର୍ବ୍ୟବହାରର ପ୍ରତିକାର, ୟୁଜର୍ସ ଫି ସହ ଦରମାକୁ ସଂଯୁକ୍ତ , ସାମାଜିକ ସୁରକ୍ଷା , ବୀମା , ପୋଷାକ ପ୍ରଦାନ ସହ ଇପିଏଫ ଏବଂ ଇଏସଆଇ ସୁବିଧା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

ଖାଲି ସେତିକି ନୁହେଁ ସ୍ବଚ୍ଛ କାର୍ଯ୍ୟରେ ନିୟୋଜିତଙ୍କ ତଦାରଖ କର୍ପୋରେଟର କିମ୍ବା କାଉନସିଲରଙ୍କ ଦ୍ବାରା କରା ନଯିବ ସମସ୍ତ ଦାବି ନେଇ ସରକାରଙ୍କୁ ଘେରିଛନ୍ତି । ହଦି ଦାବି ପୂରଣ ନହୁଏ ଆଗାମୀ ୧୯ରେ ଭୁବନେଶ୍ୱର ଠାରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସ୍ବଚ୍ଛ ସାଥି ଏବଂ ସୁପରଭାଇଜର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା