Masthead

ରାଜିଗଲେ ଦିଦି, କହିଲେ …

କୋଲକାତା (ବଡ଼ ଖବର ବ୍ୟୁରୋ): ଏଗଜିଟ ପୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । କହିଛନ୍ତି ଏଗଜିଟ ପୋଲ ପୂର୍ବାନୁମାନର ପ୍ରକୃତ ଫଳାଫଳ ସହିତ କୌଣସି ସମ୍ପର୍କ ନାହିଁ । ଦୁଇ ମାସ ପୂର୍ବରୁ ଘରେ ବସି ଏହା ପ୍ରସ୍ତୁତ କରାଯାଇଛି। ବିଜେପି ଯେଉଁଭଳି ଭାବରେ ଏସସି ଏସଟି ଏବଂ ଓବିସି ସଂରକ୍ଷଣକୁ ଛଡ଼ାଇ ନେଉଛି । ଭୁଲ ତଥ୍ୟ ବିସ୍ତାର କରିଛି। ମୁଁ ଭାବୁନାହିଁ ମୁସଲମାନମାନେ ବିଜେପିକୁ ଭୋଟ ଦେଇଛନ୍ତି। ମୁଁ ଭାବୁଛି ସିପିଆଇ (ଏମ) ଏବଂ କଂଗ୍ରେସ ପଶ୍ଚିମବଙ୍ଗରେ ବିଜେପିକୁ ସାହାଯ୍ୟ କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଏଗଜିଟ ପୋଲର କୌଣସି ମୂଲ୍ୟ ନାହିଁ। କେବଳ ଏତିକି ନୁହେଁ, ସେ ଏକଜିଟ ପୋଲ ଦେଖାଇ ଗଣମାଧ୍ୟମକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ୨୦୧୬, ୨୦୧୯ ଏବଂ ୨୦୨୧ରେ କିପରି ଏଗଜିଟ ପୋଲ କରାଯାଇଥିଲା ଆମେ ଦେଖିଛୁ। ସେଥିମଧ୍ୟରୁ ଗୋଟିଏ ମଧ୍ୟ ସଠିକ ପ୍ରମାଣିତ ହୋଇନାହିଁ। ୨ ମାସ ପୂର୍ବରୁ ଘରେ ବସିଥିବା କିଛି ଲୋକ ଗଣମାଧ୍ୟମ ପାଇଁ ଏହି ଏକଜିଟ ପୋଲ ପ୍ରସ୍ତୁତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ