Masthead

ସରକାରଙ୍କ ଯୋଜନାରେ ହେରଫେର

ମୟୁରଭଞ୍ଜ(ବଡ଼ ଖବର ବ୍ୟୁରୋ): ମାଗଣା ରାସନ ବଣ୍ଟନରେ ଅନିୟମିତ ହେଉଥିବା ଅଭିଯୋଗ । ମୟୁରଭଞ୍ଜ ଜିଳ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ଗ୍ରାମପଞ୍ଚାୟତର ହିତାଧିକାରୀ ଏହି ଅଭିଯୋଗ ଆଣିଛନ୍ତି | ଯେଉଁ ହିତାଧିକାରୀ ମାନେ ନୂଆ ରାସନ କାର୍ଡ ପାଇଛନ୍ତି ସେମାନଙ୍କ ପାଇଁ ମାଗଣା ରାସନ ଆସିନାହିଁ ବୋଲି କହି ପଞ୍ଚାୟତ ଯୋଗାଣ ଅଧିକାରିଣୀ ମିନାକ୍ଷୀ ବେହେରା ଫେରାଇ ଦେଉଛନ୍ତି |

ତେବେ ପଞ୍ଚାୟତକୁ PEO ଆସୁନଥିବାବେଳେ ଅନ୍ୟଜଣେ ବ୍ୟକ୍ତି ପଞ୍ଚାୟତ କାର୍ୟ୍ୟରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି | ଏସବୁ ସରପଞ୍ଚଙ୍କ ଉପସ୍ଥିରେ ହେଉଥିବା ବେଳେ ଲୋକମାନଙ୍କ ପାଇଁ ଆସୁଥିବା ମାଗଣା ରାସନ ସାମଗ୍ରୀକୁ ହିତାଧିକାରୀ ମାନଙ୍କୁ ନଦେବାପାଇଁ କିଏ ମନାକରିଥିବା ତାହା ଜଣାପଡିନାହିଁ |  ତେବେ ଏ ବାବଦରେ ଆମେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ସେମିତି କିଛି ନାହିଁ ସମସ୍ତଙ୍କୁ ମାଗଣା ରାସନ ଦିଆଯିବ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ