ବିଳମ୍ବରେ ଛୁଇଁପାରେ ଓଡ଼ିଶା ଦେଶ ବିଦେଶବଡ଼ ଖବର By Bada Khabar Bureau Last updated Jun 8, 2023 Share FacebookTwitterWhatsAppEmailTelegramPrint ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେରଳ ଛୁଇଁଲା ମୌସୁମୀ ବାୟୁ । ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ବିଳମ୍ବରେ ଛୁଇଁବା ନେଇ ଆଇଏମଡିର ସୂଚନା । ଓଡ଼ିଶାକୁ ମୌସୁମୀ ଆସିବାରେ ହୋଇପାରେ ବିଳମ୍ବ । ଆକଳନ କଲେ ପାଣିପାଗ ବିଭାଗ । Share