Masthead

‘ବିଜେପି ଗାଦି ପାଇଁ ରାମ ମନ୍ଦିରରେ ବିସ୍ଫୋରଣ କରିପାରେବ ଅବା ବିଜେପି ନେତାଙ୍କୁ ବି ମାରିପାରେ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବିସ୍ଫେରକ ବୟାନ । ୪୦ ସେକେଣ୍ଡର ଏକ ଭିଡିଓରେ ପୂର୍ବତନ ରାଜ୍ୟପାଳ କହୁଛନ୍ତି ବିଜେପି ସବୁକିଛି କରିପାରିବ । ମୁଁ ଭୟ କରୁଛି ଗାଦି ପାଇଁ ବିଜେପି କିଛି ବି କରିପାରେ । ରାମ ମନ୍ଦିରରେ ବିସ୍ଫୋରଣ ଅବା ବିଜେପି ନେତାଙ୍କୁ ହତ୍ୟା ବି କରିପାରେ । କାରଣ ବିଜେପି ଏଭଳି କାର୍ଯ୍ୟ କରିପାରିବ। ଯେଉଁ ଦଳ ପୁଲୱାମା ଭଳି ଆକ୍ରମଣର ରଚି ପାରିଥିଲା ସେ ଦଳ ସବୁ କିଛି କରିପାରିବ। ବିଜେପି ସଦସ୍ୟମାନେ ସଂସଦରେ ଆଦୌ ଧ୍ୟାନ ଦେଉ ନାହାନ୍ତି।

ସେମାନେ ଭୁଲ ରାସ୍ତାରେ ଅଛନ୍ତି। ବର୍ତ୍ତମାନ କ୍ଷମତା ଛାଡିବା ସେମାନଙ୍କ ପାଇଁ ସର୍ବୋତ୍ତମ। ପରାଜୟ ପରେ ଗଲେ କ‘ଣ ଭଲ ହେବ। ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ସେମାନେ ୨୦୨୪ରେ ସଫଳ ହେବେ ନାହିଁ। ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ଲୋକଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ କରିଛି। ବରିଷ୍ଠ ଆଡଭୋକେଟ ପ୍ରଶାନ୍ତ ଭୂଷଣ ଏହି ଭିଡିଓ ଶେୟାର କରି କହିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଯାହା କହିଛନ୍ତି ତାହା ଏକ ଭୟଙ୍କର କଥା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ