Masthead

ବ୍ରିଜରୁ ଖସି ଛାତ୍ରୀ ନିଖୋଜ

ପୁରୀ (ବଡ ଖବର ବ୍ୟୁରୋ);  ବ୍ରିଜରୁ ଖସି କଲେଜ ଛରତ୍ରର ନିଖୋଜ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଗଡ଼ବଡ଼ପୁଟ ଗ୍ରାମ ନକଟରେ ଥିବା ବ୍ରିଜ ର ରାଜୁଆ ନଦୀରେ । ପୂର୍ବାହ୍ନ ୧୦ ଘଟିକା ସମୟରେ ଜଣେ ୧୮ ବର୍ଷୀୟ ଛାତ୍ରୀ କଲେଜ ଯିବା ସମୟରେ  ବ୍ରିଜ ଉପରେ ବସିଥିବାର ଦୃଶ୍ୟ ଲୋକମାନେ ଦେଖିଥିଲେ । ଆଉ କିଛି ସମୟ ପରେ ସ୍ଥାନୀୟ ଲୋକେ ଦେଖିଥିଲେ ବ୍ରିଜ ଉପରେ ବସିଥିବା ଛାତ୍ରୀ ଜଣଙ୍କ ବ୍ରିଜରୁ ତଳକୁ ଖସି ପଡି ରାଜୁଆ ନଦୀରେ ଖସି ଭାସିଯାଇଥିଲେ ।  ତତକ୍ଷଣାତ ତ୍ସ୍ଥାନୀୟ ଲୋକେ ପୋଲିସ ଏବଂ ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ସ୍ଥାନୀୟ କଣାସ ପୋଲିସ ଏବଂ ଅଗ୍ନିସମ ବିଭାଗ ପହଁଞ୍ଚି ଛାତ୍ରୀର ସାଇକେଲ, ପିନ୍ଧିଥିବ ଚପଲ ସହିତ ଖାତା ପେନ ପୋଲିସ ଜବତ କରିଛି । ମାତ୍ର ଛାତ୍ରୀଟିର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ । ଏବେ ଛାତ୍ରୀ ଜଣଙ୍କ ଭୁଲରେ ପଡିଯାଇଛନ୍ତି ନା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ତାହା ଏବେ ସନ୍ଦେହ ଘେରରେ । ତେଣୁ ପୋଲିସର ତଦନ୍ତ ଏବଂ କଲେଜ ନଦୀରୁ ଉଧାର ହେବାପରେ ସତ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ