Masthead

ଗୀତା ପଢ଼ିନାହାନ୍ତି ମୋହନ ଭାଗବତ: ସତ୍ୟେନ୍ଦ୍ର ଦାସ

'ଚାରି ବର୍ଣ୍ଣର ବିଭାଜନ ଭଗବାନ ଶ୍ରୀକୃଷ୍ଣ କରିଥିଲେ'

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୋହନ ଭାଗବତଙ୍କ ବୟାନଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ତାଙ୍କ ବୟାନ ଉପରେ ଅଯୋଧ୍ୟା ରାମଜନ୍ମଭୂମିର ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ ସିଧା ସଳଖ କହିଛନ୍ତି, ମୋହନ ଭାଗବତ ତାଙ୍କ ଜୀବନ କାଳରେ କେବେ ଗୀତା ପଢିନାହାଁନ୍ତି । ଯଦି ସେ ଗୀତା ପଢିଥାନ୍ତେ ତେବେ ସେ କେବେ ବି ଏଭଳି ବୟାନ ଦେଇ ନଥାନ୍ତେ । ସେ ଯୁକ୍ତି ବାଢିଛନ୍ତି କି ଚାରି ବର୍ଣ୍ଣର ବିଭାଜନ ନିଜେ ଭଗବାନ ଶ୍ରୀକୃଷ୍ଣ କରିଥିଲେ । ଏଣୁ ଜାତି ବିଭାଜନ ବ୍ରାହ୍ମଣମାନେ କରିନାହାଁନ୍ତି ବୋଲି କହିଛନ୍ତି ସତ୍ୟେନ୍ଦ୍ର ଦାସ ।

ସାମାଜିକ ବ୍ୟବସ୍ଥାର ସଂଚାଳନ ପାଇଁ ନିଜେ ଭଗବାନ ସୃଷ୍ଟିକୁ କର୍ମ ଅନୁସାରେ ୪ବର୍ଣ୍ଣରେ ବିଭାଜନ କରିଥିଲେ । ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିଛନ୍ତି, ଜାତି ଜାତି ମଧ୍ୟରେ ବିଭାଜନ ରାଜନୈତିକ ନେତାମାନେ ସେମାନଙ୍କ ଲାଭ ପାଇଁ କରିଛନ୍ତି । ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ଚୟନ ବେଳେ ରାଜନୈତିକ ଦଳମାନେ ଦେଖନ୍ତି କି ଯେଉଁ ଜାତିର ଅଧିକ ଭୋଟର ଅଛନ୍ତି ସେହି ଜାତିର ଲୋକଙ୍କୁ ଟିକେଟ ଦେଲେ ଦଳ ଅଧିକ ଲାଭବାନ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି