Masthead

ସୋମବାରଠୁ ଖୋଲିବ ଧାର୍ମିକ ସ୍ଥାନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସୋମବାରଠାରୁ ମହାରାଷ୍ଟ୍ରରେ ସମସ୍ତ ଧାର୍ମିକ ସ୍ଥାନ ଖୋଲାଯିବ। ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ (ଏସଓପି) ଅନୁଯାୟୀ, ନିଷିଦ୍ଧାଞ୍ଚଳ ବାହାରେ ଅବସ୍ଥିତ ଧାର୍ମିକ ସ୍ଥାନଗୁଡ଼ିକ ଖୋଲିବାକୁ ଅନୁମତି ଦିଆଯିବ। ସ୍ଥାନୀୟ ଅଧିକାରୀମାନେ ଏହି ସ୍ଥାନ ଖୋଲିବା ସମୟ ସ୍ଥିର କରିବେ।

ଦୀପାବଳୀରେ ଲୋକଙ୍କୁ ଶୁଭକାମନା ଜଣାଇ ଠାକରେ ଏକ ବିବୃତିରେ କହିଛନ୍ତି ଯେ କରୋନା ଭାଇରସ ଆମ ସହିତ ଅଛି ବୋଲି ଆମେ ଭୁଲିଯିବା ଉଚିତ ନୁହେଁ। ଲୋକମାନେ ହୋଲି, ଗଣେଶ ଚତୁର୍ଥୀ, ନବରାତ୍ର ଏବଂ ଅନ୍ୟାନ୍ୟ ଉତ୍ସବରେ ଅନୁଶାସନ ଏବଂ ସଂଯମତା ପ୍ରଦର୍ଶନ କରିଥିଲେ। ସେହିଭଳି, କୋଭିଡ-୧୯ ସହ ଜଡ଼ିତ ନିୟମାବଳୀକୁ ଧ୍ୟାନରେ ରଖି ଇଦ୍, ମାଉଣ୍ଟ ମେରି ଭଳି ଅନେକ ପର୍ବ ପାଳନ କରିଥିଲେ ବୋଲି ଠାକରେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ