Before Header

ଅମ୍ପାୟାରଙ୍କୁ ପିଟିପିଟି ହତ୍ୟା

0 96

କଟକ(ବଡ଼ ଖବର ବ୍ୟୁରୋ): କ୍ରିକେଟ ଖେଳରୁ ମହାଭାରତ, ଭୁଲ ନିଷ୍ପତ୍ତି ପାଇଁ ଅମ୍ପାୟାରଙ୍କୁ ହତ୍ୟା । ଛୁରାମାଡ଼ ସହ ପଛପଟୁ ବ୍ୟାଟରେ ପିଟିପିଟି ହତ୍ୟା । ମହିଷାନଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳରୁ ମହାଭାରତ । ଭୁଲ ନିଷ୍ପତ୍ତି ଅଭିଯୋଗରେ ଉକ୍ଷିପ୍ତ ଦୁଇ ଯୁବକଙ୍କ ଆକ୍ରମଣ କରିଛନ୍ତି । ଆହତ ଅମ୍ପାୟାରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ପହଞ୍ଚି ତଦନ୍ତ କରିବା ସହ ଆକ୍ରମଣ କରିଥିବା ଯୁବକଙ୍କୁ ପଚରାଉଚରା କରୁଛି ।

Leave A Reply

Your email address will not be published.