Masthead

ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ : ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପିକୁ ବିଜେଡିର ସମର୍ଥନ କରିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କହିଛନ୍ତି ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ । ବିଜେପି ପାଖରେ ବିଜେଡି ଶରଣ ପଶିଛି । ମୁଖ୍ୟମନ୍ତ୍ରୀଙ୍କ ଜିନରେ ନାହିଁ ମହିଳାଙ୍କୁ ସମ୍ମାନ । ବିଜେଡିର ଜନ୍ମ ବିଜେପି ଦୟାରୁ, ଦୁଇଜଣ ଆଜୀବନ ଏକ ହେଇକି ଅଛନ୍ତି । ବିଜେପି ସମର୍ଥନ ମାଗିବା ଦରକାର ନାହିଁ, ଆଗତୁରା ଦେଇଦିଅନ୍ତି ବିଜେଡି । ବିରୋଧୀ ମେଣ୍ଟ ଇଣ୍ଡିଆ ତରଫରୁ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନାହିଁ ଅଗତୁରା କହିଦେଲେ ।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଛାତି ଫାଟିଯାଉଛି ନାରୀଙ୍କ ପାଇଁ । ନାରୀ ସଶକ୍ତିକରଣ କଥା କହୁଛନ୍ତି କିନ୍ତୁ ମଣିପୁର ଘଟଣାକୁ ସମର୍ଥନ କରୁଛନ୍ତି । ନବୀନ ବାବୁ ସମର୍ଥନ କରୁଛନ୍ତି ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଳାଇବା । ଆଇନର ଶାସନ କିଛି ନାହିଁ । ଯେଉଁ ମୁଖ୍ୟମନ୍ତ୍ରୀଙ୍କ ଛାତି ଫାଟିଯାଏ ମହିଳାଙ୍କୁ ସମର୍ଥନ କରୁଛନ୍ତି କହିକି, ଏ ହେଉଛି ଦୁର୍ଭାଗ୍ୟଜନକ କଥା । ଓଡ଼ିଶାର ମହିଳା ଏସଏଚଜିଙ୍କୁ ଅନୁରୋଧ କରୁଛି ସେ ବୁଝନ୍ତୁ କିପରି ଅତ୍ୟାଚାର ହେଲା ମଣିପୁରରେ ତାକୁ ନବୀନ ସମର୍ଥନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି