Masthead

କ୍ରାଇମବ୍ରାଞ୍ଚର ରେକର୍ଡ ଖରାପ: ନରସିଂହ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହାଇକୋର୍ଟ ଦ୍ୱାରା ଗଠିତ ଏସଆଇଟି ଏବଂ ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା ନବ ଦାସ ହତ୍ୟା ମାଲାର ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରୁଛି । ଲୋକେ ଜାଣି ପାରିବେ କ’ଣ ହେଉଛି । ଲୋକଙ୍କର ତଦନ୍ତରେ ଯଦି ବିଶ୍ୱାସ ନାହିଁ, ସେହି ତଦନ୍ତର ମାନେ କ’ଣ? କ୍ରାଇମବ୍ରାଞ୍ଚ ରେକର୍ଡ ଖରାପ । ସିବିଆଇ ଯେତେ କେସ ନେଇଛି କ’ଣ କରିଛି । ତାଙ୍କର କିମ୍ବା କଂଗ୍ରେସର ସିବିଆଇ ଉପରେ ବିଶ୍ୱାସ ନାହିଁ ବୋଲି ନରସିଂହ କହିଛନ୍ତି । ଗୋପାଳକୁ ପାଗଳ ବୋଲି ସାବ୍ୟସ୍ତ କରିବା ପାଇଁ ସରକାର ବ୍ୟସ୍ତ ।

ନବ ଦାସଙ୍କ ଦେହରେ ବାଜିଥିବା ଗୁଳି ଗଲା କୁଆଡେ ? ସିଜ ହୋଇଥିବା ବନ୍ଧୁକ ବିଜେଡି କର୍ମୀଙ୍କ ହାତରୁ ଅଣାଗଲା। ତେବେ ଫିଙ୍ଗର ପ୍ରିଣ୍ଟ ମିଶିଲା କେମିତି? ମୁଖ୍ୟମନ୍ତ୍ରୀଙ୍କ ବିବୃତି ଗୃହକୁ ବାଟବଣା କରୁଛି ବୋଲି ନରସିଂହ କହିଛନ୍ତି । ବିଧାନସଭାରେ ଏଭଳି କହି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ