Masthead

ଆତ୍ମହତ୍ୟା ନୁହେଁ ବରଂ ସ୍ୱପ୍ନର ମୃତ୍ୟୁ: ରାହୁଲ ଗାନ୍ଧୀ

ତେଲେଙ୍ଗାନା (ବଡ଼ ଖବର ବ୍ୟୁରୋ): କଂଗ୍ରେସ ପକ୍ଷରୁ ଶନିବାର ତେଲଙ୍ଗାନାର ବିଆରଏସ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛ। ରାଜ୍ୟରେ ଜଣେ ୨୩ବର୍ଷ ବୟସ୍କା ମହିଳାଙ୍କ ଆତ୍ମହତ୍ୟା ସମ୍ପର୍କରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ ବରଂ ତାଙ୍କ ସ୍ୱପ୍ନ, ଆଶା ଏବଂ ଆକାଂକ୍ଷାର ମୃତ୍ୟୁ ହୋଇଛି । ରାଜ୍ୟରେ ଏଭଳି ବହୁ ଯୁବବର୍ଗଙ୍କ ସ୍ୱପ୍ନ ଅକାଳରେ ଝଡି ଯାଉଛି । ଗତ ୧୦ ବର୍ଷ ମଧ୍ୟରେ ବିଜେପିିର ସର୍ମ୍ପକୀୟ କମିଟି ବିଆରଏସ ନିଜର ଅକ୍ଷମତା କାରଣରୁ ରାଜ୍ୟକୁ ନଷ୍ଟ କରିଦେଇଛନ୍ତି।

ସୋସିଆଲ ମିଡିଆରେ ଲେଖାଯାଇଥିବା ଏକ ପୋଷ୍ଟରେ ରାହୁଲ ଗାନ୍ଧୀ କହିଛନ୍ତି ତେଲଙ୍ଗାନାରେ କଂଗ୍ରେସ ସରକାର ଏକ ଚାକିରି କ୍ୟାଲେଣ୍ଡର ପ୍ରକାଶ କରିବେ ଏବଂ ତେଲେଙ୍ଗାନା ରାଜ୍ୟ ପ୍ରଶାସନିକ ସେବା ଆୟୋଗକୁ କେନ୍ଦ୍ର ଜନସେବା ଆୟୋଗ ଭାବେ ପୁନଃଗଠନ କରାଯିବ। ଏହା ସହିତ ଦୁଇ ଲକ୍ଷ ସରକାରୀ ପଦବୀ ସୃଷ୍ଟି ହେବ। ଏକ ବର୍ଷ ମଧ୍ୟରେ ଏହା ସମ୍ପନ୍ନ ହେବ। ନିଯୁକ୍ତି ପ୍ରଦାନ କରାଯିବ । ଏହା କଂଗ୍ରେସର ଏକ ଗ୍ୟାରେଣ୍ଟି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ