Masthead

ଲ୍ୟୁଟନାଣ୍ଟ ରେଖା ସିଂ ହେଲେ ସେନା ଅଫିସର

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଗଲୱାନାରେ ସହିଦ ହୋଇଥିବା ଯବାନ ନାଏକ ଦୀପକ ସିଂଙ୍କ ସ୍ତ୍ରୀ ଲ୍ୟୁଟନାଣ୍ଟ ରେଖା ସିଂଙ୍କୁ ଭାରତୀୟ ସେନାରେ ସାମିଲ କରାଯାଇଛି । ଚେନ୍ନାଇର ଅଫସର୍ସ ଟ୍ରେନିଂ ଏକାଡ଼େମୀରେ ଟ୍ରେନିଂ ଶେଷ କରିବା ପରେ ସେନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି । ସେ ପୂର୍ବ ଲଦାଖର ପ୍ରକୃତି ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଫ୍ରଣ୍ଟ ଲାଇନରେ ପୋଷ୍ଟିଂ ହୋଇଛନ୍ତି। ଗଲୱାନ ଉପତ୍ୟକାରେ ଚାଇନା ସେନାଙ୍କ ସହ ଯୁଦ୍ଧବେଳେ ସହିଦ ହୋଇଥିଲେ ଯବାନ ଦୀପକ ସିଂ ।

ସେ ପୂର୍ବ ଲଦାଖର ଏଲଏସିର ଫ୍ରଣ୍ଟ ଲାଇନରେ ପୋଷ୍ଟିଂ ହୋଇଛନ୍ତି। ଏକ ଐତିହାସିକ ଘଟଣାକ୍ରମେ ଭାରତୀୟ ସେନା ଏହାର ଆର୍ଟିଲେରି ରେଜିମେଣ୍ଟରେ ୫ ମହିଳା ସେନା ଅଫିସରଙ୍କୁ ସାମିଲ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ଚାଇନା ସୀମାବର୍ତ୍ତୀ ପ୍ରକୃତ ନିୟନ୍ତ୍ରଣ ରେଖାରେ ପୋଷ୍ଟିଂ ହୋଇଛନ୍ତି। ଓଟିଏରେ ତାଲିମ ଶେଷ କରିବା ପରେ ଲ୍ୟୁଟନାଣ୍ଟ ମେହକ ସାଇନି, ଲ୍ୟୁଟନାଣ୍ଟ ସାକ୍ଷୀ ଦୁବେ, ଲ୍ୟୁଟ୍‌ନାଣ୍ଟ ଅଦିତି ଯାଦବ, ଲ୍ୟୁଟ୍‌ନାଣ୍ଟ ପିଅସ୍‌ ମୁଦଗିଲ୍‌ ଏବଂ ଲ୍ୟୁଟ୍‌ନାଣ୍ଟ ଆକାଂକ୍ଷା ସୈନ୍ୟବାହିନୀର ଆର୍ଟିଲେରି ୟୁନିଟ୍‌ରେ ଯୋଗ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା