Masthead

ନେତାଜୀଙ୍କ ଟୋପି ଚୋରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ନେତାଜୀ ସୁଭାଷ ବୋଷଙ୍କ ଟୋପି ଚୋରି । କୋଲକାତାର ଭିକ୍ଟୋରିଆ ମେମୋରିଆଲରୁ ଚୋରି । ଜାନୁଆରୀ ୨୩ ରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ ଜନ୍ମ ବାର୍ଷିକୀ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ହୋଇଥିଲା ଏକ ପ୍ରଦର୍ଶନୀ ।

ନେତାଜୀ ବ୍ୟବହାର କରୁଥିବା ସାମଗ୍ରୀ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ଦିଲ୍ଲୀ ରେଡ ଫୋର୍ଟ ମ୍ୟୁଜିୟମରୁ ଏଏସଆଇ ଏହି ସାମଗ୍ରୀଗୁଡିକ ଧାର ସୂତ୍ରରେ ଆଣିଥିଲା । ଏଥିପାଇଁ ଆବଶ୍ୟକ ପଦ୍ଧତି ଅବଲମ୍ବନ କରାଯାଇଥିଲା । ଭିକ୍ଟୋରିଆ ମେମୋରିଆଲ ଓ ରେଡ ଫୋର୍ଡ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।

ଏହି ଏମଓୟୁର ସମୟସୀମା ଥିଲା ୬ ମାସ । ପରେ ଏହା ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଦିଲ୍ଲୀରୁ କଡ଼ା ସୁରକ୍ଷା ବଳୟରେ କୋଲକାତା ଯାଇଥିଲା ନେତାଜୀ ବ୍ୟବହାର କରୁଥିବା ସାମଗ୍ରୀ । ଏଥିପାଇଁ ବୀମା ମଧ୍ୟ କରାଯାଇଥିଲା । କୋଲକାତାର ଭିକ୍ଟୋରିଆ ମେମୋରିଆଲ ଓ ରେଡ ଫୋର୍ଟ ଏଏସ୍ଆଇ ଅଧିନସ୍ଥ ଦୁଇଟି ସଂସ୍ଥା । ନେତାଜୀଙ୍କ ଟେପି ଚୋରି ପ୍ରସଙ୍ଗ ମିଛ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ସ୍ପଷ୍ଟ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ