Masthead

ଆଜିଠୁ ନୂଆ ଗାଇଡଲାଇନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶୁକ୍ରବାରଠାରୁ ଲାଗୁ ହେଲା ନୂଆ ଗାଇଡଲାଇନ । ସାରା ରାଜ୍ୟରେ ଖୋଲିବ ଜିମ୍ ସ୍ପା, ସେଲୁନ ବ୍ୟୁଟିପାର୍ଲର । କେବଳ ପୁରୀକୁ ଛାଡି ସାରା ରାଜ୍ୟରେ ଗଡ଼ିବ ବସ୍ । ପୁରୀରେ ଜୁଲାଇ ୨୫ ପରେ ବସ୍ ଗଡ଼ିବ । ସିଟ୍ କ୍ଷମତା ଅନୁସାରେ ଯାତ୍ରୀଙ୍କୁ ନେଇ ବସ୍ ଗଡ଼ିବ । ଡ୍ରାଇଭର ସହ ଦୁଇ ଜଣ ଯାତ୍ରୀଙ୍କୁ ନେଇ କାର-ଅଟୋ ରିକ୍ସା ଚଳାଚଳ କରିପାରିବେ ।

ରେଷ୍ଟୁରାଂଟ ଓ ଢ଼ାବା ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ କେବଳ ପାର୍ସଲ ପାଇଁ ଅନୁମତି ଦିଆଯାଇଛି । ଅର୍ଥାତ କେହି ବସି ଖାଇପାରିବେ ନାହିଁ । ପାର୍କ, ମଲ, ସିନେମା ହଲ ବନ୍ଦ ରହିବ । ତେବେ କାଟାଗୋରୀ ଏ’ରେ ଥିବା ଜିଲ୍ଲାଗୁଡିକରେ ସାପ୍ତାହିକ ଓ ଦୈନିକ ହାଟ ଖୋଲିବାକୁ ଅନୁମତି ଦିଆଯାଇଛି । ବି କାଟାଗୋର ଥିବା ଜିଲ୍ଳାରେ ବାରଣ କରାଯାଇଛି । ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୧୭ ଜିଲ୍ଲା ସମେତ କେନ୍ଦୁଝର, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାକୁ କାଟାଗୋରୀ ‘ଏ’ରେ ଓ ପୁରୀ, କଟକ , ବାଲେଶ୍ୱର ଓ ମୟୂରଭଞ୍ଜର ୧୦ଟି ଜିଲ୍ଲାକୁ କାଟାଗୋରୀ ‘ବି’ରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ