ଅର୍ଥନୀତିରେ ଘୋଷଣା ହେଲା ନୋବେଲ ପୁରସ୍କାର

ଷ୍ଟକହୋମ, (ବଡ଼ ଖବର ବ୍ୟୁରୋ) : ଚଳିତ ବର୍ଷ ଘୋଷଣା ହୋଇଛି ଅର୍ଥନୀତିରେ ନୋବେଲ ପୁରସ୍କାର । ଆମେରିକାର ପାଉଲ ଆର ମିଲଗ୍ରମ୍ ଏବଂ ରବୋର୍ଟ ବି ୱିଲଶନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଛି । ଏନେଇ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଇମ୍ପ୍ରୋଭମେଣ୍ଟସ୍ ଟୁ ଅକ୍ସନ ଥିଓରୀ ଏବଂ ଇନଭେସନ ଅଫ ନ୍ୟୁ ଅକ୍ସନ ଫର୍ମାଟ ପାଇଁ ଏହି ଦୁଇ ଆମେରିକୀୟଙ୍କୁ ନୋବେଲ ପୁରସ୍କାର ମିଳିଛି ।

ପାଉଲ ଆର ମିଲଗ୍ରମ୍ ଏବଂ ରବୋର୍ଟ ବି ୱିଲଶନ ଦୁହେଁ ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟିରେ କାର୍ଯ୍ୟ କରନ୍ତି । ବର୍ତ୍ତମାନ ସମୟରେ ପାରମ୍ପରିକ ଅକ୍ସନ ଦ୍ୱାରା ସାମଗ୍ରୀ ଓ ସେବା ବିକ୍ରିୟ କରିବା କଷ୍ଟକର । ତାଙ୍କର ଏହି ଆବିଷ୍କାର ସାରା ବିଶ୍ୱରେ ବିକ୍ରେତା, କ୍ରେତା ଓ ଶୁଳ୍କଦାତାଙ୍କୁ ଉପକୃତ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ