Masthead

ଗାଜାର ଅଲ୍ ସିଫା ହସ୍ପିଟାଲ ପରିସରରେ ୫୫ ମିଟରର ସୁଡ଼ଙ୍ଗ ଠାବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗାଜାର ଅଲ୍ ସିଫା ହସ୍ପିଟାଲ ପରିସରରେ ୫୫ ମିଟରର ସୁଡ଼ଙ୍ଗ ଠାବ । ହସ୍ପିଟାଲର ୧୦ ମିଟର ତଳେ ୫୫ ମିଟର ଲମ୍ବର ସୁଡ଼ଙ୍ଗ ଠାବ । ସ୍ୱତନ୍ତ୍ର ଅପରେସନ୍ ସମୟରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ସୁଡଙ୍ଗକୁ ଠାବ କରିଛନ୍ତି। ଏହା ଆତଙ୍କବାଦୀଙ୍କ ସୁଡଙ୍ଗ ବୋଲି ଆଇଡିଏଫ୍ ଦାବି କରିଛି। ଆଇଡିଏଫ୍ ଇଞ୍ଜିନିୟରମାନେ ସ୍ୱତନ୍ତ୍ର ଅପରେସନ୍ କରିବା ସମୟରେ ୧୦ ମିଟର ଗଭୀରରେ ଏକ ସୁଡଙ୍ଗ ଠାବ କରିଛନ୍ତି, ଯାହା ୫୫ ମିଟର ପର୍ୟ୍ୟନ୍ତ ବ୍ୟାପିଛି।

ଇସ୍ରାଏଲ୍ ସୈନ୍ୟବାହିନୀକୁ କମାଣ୍ଡ ସେଣ୍ଟର୍ ଏବଂ ହାମାସର ଭୂତଳକୁ ପ୍ରବେଶ ନକରାଇ ଦେବା ପାଇଁ ହାମାସ୍ ଆତଙ୍କବାଦୀ ସଂଗଠନ ଏହି ସୁଡଙ୍ଗ କରିଥିବା ଆଇଡିଏଫ୍ ଏକ ବିବୃତ୍ତିରେ କହିଛି। କିନ୍ତୁ ସୁଡଙ୍ଗ ବାହାରେ କଣ ରହିଛି, ତାହା ପ୍ରକାଶ କରିନି ଆଇଡିଏଫ୍ । ଗାଜା ଷ୍ଟ୍ରିପରେ ଥିବା ଅଲ୍‌ ଶିଫା ହସ୍ପିଟାଲରେ ଇସ୍ରାଏଲ ସୈନିକମାନଙ୍କ ଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଇସ୍ରାଏଲ ଦାବି କରିଛି ହମାସ ସିଫା ହସ୍ପିଟାଲର ରୋଗୀଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା