Masthead

ଶିବଭକ୍ତଙ୍କ ପାଇଁ ଖୁସିର ଖବର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏବେ ଉତ୍ତରାଖଣ୍ଡ ରୁ କୈଳାସ ମାନସରୋବର ପର୍ଯ୍ୟନ୍ତ ଯାତ୍ରା ହେବ ଆହୁରି ସହଜ । ପିଥେରାଗଡ଼ ର ନାଭିଡାଙ୍ଗରୁ ଭାରତ ଚୀନ ସୀମାରେ ଲିପୁଲେଖ ପର୍ଯ୍ୟନ୍ତ ରାସ୍ତା କଟା କାମ ଆରମ୍ଭ ହୋଇସାରିଛି । ଆଶା ଅଛି ଏହି କାମ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇପାରେ । ଯାହା ପରେ ଏହି ରାସ୍ତାକୁ ଯାତାୟତ ପାଇଁ ଖୋଲି ଦିଆଯିବ । ଏହା ଶିବଭକ୍ତଙ୍କ ପାଇଁ ଖୁସିର ଖବର ଅଟେ । ଶିବଧାମ ବା କୈଳାଶ ପର୍ବତ ଯିବା ପାଇଁ ଉତ୍ତରାଖଣ୍ଡ ର ଲିପୁଲେଖା ରେ ଆରମ୍ଭ ହୋଇଥିବା ରାସ୍ତା କଟା କାମ ସେପ୍ଟେମ୍ବର ପର୍ଯ୍ୟନ୍ତ ଶେଷ ହୋଇପାରେ । ପିଟିଆଇ ମୁତାବିକ ଏହି ବର୍ଷର ସେହ ସୁଦ୍ଧା ଏହି ରାସ୍ତାକୁ ଖୋଳାଯିବାର ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ