Masthead

ଓଡ଼ିଶା ଗଞ୍ଜେଇ ଟାଣିବାକୁ ସେଲିବ୍ରେଟି ଭଲପାଆନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିଶା ସେବନ କରୁଥିବା ସେଲିବ୍ରେଟିମାନଙ୍କର ପ୍ରଥମ ପସନ୍ଦ ଓଡ଼ିଶାର ଗଞ୍ଜେଇ । ତାହାକୁ ଦୃଷ୍ଟିରେ ରଖି ରାଜ୍ୟରୁ ଗଞ୍ଜେଇ ଚାଲଣା ବଢିବାରେ ଲାଗିଛି । ନିଶା ସେବନ ଅଭିଯୋଗରେ ଯେତେବେଳେ ଅନ୍ୟ ସହରରେ ଧରପଗଡ଼ ହେଉଛି ଖୋଲତାଡ଼ରୁ ଓଡ଼ିଶାର ଲିଙ୍କ ବାହାରୁଛି । ଅଭିନେତା ସୁଶାନ୍ତସିଂ ରାଜପୁତ ମୃତ୍ୟୁ ଘଟଣାରେ ଧରାପଡ଼ିଥିବା ନିଶାଡ଼ିଙ୍କ ସହ ଓଡ଼ିଶା ଗଞ୍ଜେଇର ସମ୍ପର୍କ ପଦାକୁ ଆସିଥିବାବେଳେ ଏବେ ମୁମ୍ବାଇ ବହୁ ଚର୍ଚ୍ଚିତ ଅଭିନେତା ପୁତ୍ରଙ୍କ ଗିରଫଦାରୀ ପରେ ନିଶାଡ଼ିଙ୍କ ଓଡ଼ିଶା ଲିଙ୍କ ଚର୍ଚ୍ଚାରେ ରହିଛି ।

ଓଡ଼ିଶା ଉତ୍ପାଦିତ ଗଞ୍ଜେଇ ସେଠାରେ ଚଢା ଦରରେ ବିକ୍ରି ହେଉଛି । ସେଥିପାଇଁ ବିଭିନ୍ନ ଉପାୟରେ ଗଞ୍ଜେଇ ଓଡ଼ିଶାରୁ ଚାଳନ ହେଉଛି । କେତେବେଳେ ତେଲ ଟ୍ୟାଙ୍କର ଭିତରୁ ତ କେତେବେଳେ କଖାରୁ ଗାଡି ଭିତରେ ଯାଉଛି । ଓଡ଼ିଶା ପୋଲିସ ଯେଉଁ ହାରରେ ଗଞ୍ଜେଇ ଜବତ କରୁଛି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜବତ ଗଞ୍ଜେଇ ପରିମାଣ ପୂର୍ବରୁ ସବୁ ରେକର୍ଡ ଅତିକ୍ରମ କରିବ । ବିଶେଷ କରି ବାଲେଶ୍ୱରରୁ ଗଞ୍ଜାମ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଏବେ ଏହି ଧରଣର ନିଶା କାରବାରର ପ୍ରମୁଖ ସ୍ଥଳି ପାଲଟିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ