Masthead

ତୃତୀୟ ଲହରରେ ପ୍ରଭାବିତ ହେବେନି ଓଡିଶା ଶିଶୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତୃତୀୟ ଲହରରେ ପ୍ରଭାବିତ ହେବେନି ଓଡିଶା ଶିଶୁ । ଏମ୍ସ ସେରୋ ସର୍ଭେ ରିପୋର୍ଟ । ଶିଶୁଙ୍କଠାରେ ସଂକ୍ରମଣ ହାର କମ ରହିବ । କରୋନାର ଦ୍ୱତୀୟ ଲହରରେ ଓଡିଶା ରାଜଧାନୀ ଭୁବନେଶ୍ୱର ସଂଲଗ୍ନ ଗ୍ରାମାଞ୍ଚଳରେ ୧୮ ବର୍ଷରୁ କମ ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ଡେଲଟା ପ୍ରକରଣ ଦ୍ୱରା ଆକ୍ରାନ୍ତ । ବୟସ୍କଙ୍କଠାରେ ଏହି ଅନୁପାତ ପ୍ରତି ଦୁଇ ଜଣଙ୍କରେ ଜଣେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହାୟତାରେ ଏମ୍ସ ସେରୋ ସର୍ଭେରେ ଏହି ତଥ୍ୟ ଦିଅଯାଇଛି । ଏହି ସର୍ଭେରେ ୧୬୫ ଝୋଟ ପିଲାଙ୍କୁ ଅନ୍ତୁଭକ୍ତ କରାଯାଇଥିଲା । ପ୍ରତି ପିଲାଙ୍କ ଠାରେ ଡେଳଟା ଭୂତାଣୁକୁ ପ୍ରତିହତ କରିବା ପାଇଁ ଆଣ୍ଟିବଡି ବିକଶିତ ହୋଇଥିବା ତଥ୍ୟ ଉଲ୍ଲେଖ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା