Before Header

ଡାକ୍ତର ମେଘନାଦ ମେହେରଙ୍କୁ ଏସିପି ଆୱାର୍ଡ

0 63

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଡାକ୍ତର ମେଘନାଦ ମେହେରଙ୍କୁ ଏସିପି ଆୱାର୍ଡ । ଭୁବନେଶ୍ୱର ସମ୍ ହସ୍ପିଟାଲ ମେଡିସିନ ବିଭାଗରେ କାର୍ଯ୍ୟରତ ଆସିଷ୍ଟାଣ୍ଡ ପ୍ରଫେସର ମେଘନାଦ ମେହେରଙ୍କୁ ଆମେରିକାନ କଲେଜ ଅଫ୍ ଫିଜିସିୟନ (ଏସିପି) ଆୱାର୍ଡରେ ସମ୍ମାନିତ କରାଯାଇଛି । ଆମେରିକା୍ ଜଲେଜ ଅଫ୍ ଫିଜିସିୟାନ ପକ୍ଷରୁ ଭୁବନେଶ୍ୱରରେ ଅଷ୍କଟମ ବାର୍ଷିକ ସମ୍ମିଳନୀ ଚାଲିଥିବା ବେଳେ ଡା. ମେହେରଙ୍କୁ ଏହି ସମ୍ମାନସ୍ପଦ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ପ୍ରାନ୍ତରରୁ ବିଶିଷ୍ଟ ଡାକ୍ତର, ମେଡିସିନ୍ ସ୍ପେଶାଲିଷ୍ଟ, ଡେଲିଗେଟସ୍ ଯୋଗ ଦେଇଥିଲେ । ମେଡିସିନ ସମ୍ପର୍କିତ ବିଭିନ୍ନ ରୋଗ ବିଷୟରେ ବୈଠକରେ ଆଲେଶଚନା କରାଯାଇଥିଲା । ଡା. ମେହେରଙ୍କ ଘର ବରଗଡ଼ ଜିଲ୍ଲା ସରକଣ୍ଡାରେ ।

Leave A Reply

Your email address will not be published.